ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚମ୍ପିୟାନସିପ ଉଦଯାପିତ

ରାଉରକେଲା/ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚାଲିଥିବା ୧୩ତମ ରାଜ୍ୟସ୍ତରୀୟ ମାର୍ଶଲ ଆର୍ଟ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି । ଓରିଏଣ୍ଟାଲ ମାର୍ଶଲ ଆର୍ଟ ଏକାଡ଼େମୀ ଓ କ୍ବାନକି ଡୁ ଆସୋସିଏସନ୍ ଓଡିଶା ମିଳିତ ସହଯୋଗରେ ଏହା ପରିଚାଳିତି ହୋଇଥିଲା। ଓରିଏଣ୍ଟାଲ ମାର୍ଶଲ ଆର୍ଟ ର ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ବିଶ୍ବାଳ ଓ କ୍ବାନକି ଡୁ ଆସୋସିଏସନ୍ ର ସଭାପତି ସୁଦାମ କୁମାର ପ୍ରଧାନ ସୁନ୍ଦରଗଡ ଜିଲ୍ଲା କୋଚ ବିଶ୍ବଜିତ ବାରିକ, ରାଉରକେଲା କୋଚ ଗୋଲକ ବେହେରା,କୋଚ ଗାଡୁ ବାଗ୍,ଦେବେନ୍ଦ୍ର ପ୍ରଧାନ, ଜେଠୋ ଖାଲକୋ,ଧର୍ମେନ୍ଦ୍ର ସିଂ, ଶିବପ୍ରସାଦ ନାଥ, ସତ୍ୟ ପ୍ରକାଶ ପଣ୍ଡା, କାର୍ଯ୍ୟକ୍ରମ ସଂପାଦକ ଅଜୟ ରାଠୋର,ଶୁଭ୍ରାଂଶୁ ଆଚାର୍ଯ୍ୟ ଓ ରୋହିତ କୁମାର ଦୀପ୍ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି ପ୍ରତିଯୋଗିତାରେ ରାଜ୍ୟର ୧୩ଟି ଜିଲ୍ଲା ସୁନ୍ଦରଗଡ, ବରଗଡ,ଝାରସୁଗୁଡା, ସମ୍ବଲପୁର,ବଲାଙ୍ଗିର, କୋରାପୁଟ,କଳାହାଣ୍ଡି,କନ୍ଧମାଳ,ରାୟଗଡା,ପୁରୀ,କଟକ,ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରୁ ୩୩୧ଜଣ ଖେଳାଳି ଅଂଶଗ୍ରହଣ କରିଥିବା ବେଳେ ୨୪୦ଜଣ ପୁଅ ଓ ୯୧ଜଣ ଝିଅ ଥିଲେ । ସେଥିମଧ୍ୟରୁ ତାଏକୋଣ୍ଡୋ ରେ ୯୦ଜଣ,କ୍ବାନକି ଡୋ ରେ୧୫୦ ଜଣ,କରାଟେ ରେ ୬୦ ଜଣ ଓ କିକ୍ ବକ୍ସିଂ ରେ ୩୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଦୁଇଦିନଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଉଦଘାଟନୀ ଦିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି, ସତ୍ୟବ୍ରତ ଓଝା,ଦୀପିକା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମା ଓ ଉଦଯାପନୀ ସଂଧ୍ୟାରେ ଆରଏସପିର ଇଡି ପ୍ରମୋଦ କୁମାର ଶତପଥୀ, ବିଦ୍ୟାଳୟର ଅଧ୍ୟକ୍ଷ,ଉପାଧ୍ୟକ୍ଷା ଅଞ୍ଜଳି ଶତପଥୀ ପ୍ରମୁଖ ଯୋଗଦେଇ କୃତୀ ଖେଳାଳି ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସୁନ୍ଦରଗଡ ଜିଲ୍ଲା ଦଳଗତ ଚମ୍ପିୟାନ, ବଲାଙ୍ଗୀର ଜିଲ୍ଲା ପ୍ରଥମ ରନର୍ସ ଅପ, ଭବାନୀପାଟଣା ଦ୍ବିତୀୟ ରନର୍ସ ଅପ,କନ୍ଧମାଳ ଜିଲ୍ଲା ତୃତୀୟ ରନର୍ସ ଅପ ହୋଇଥିଲା ବେଳେ ରାଉରକେଲା କୋଏଲନଗର ବ୍ରାଞ୍ଚରୁ ଆଲୋକ ପ୍ରଧାନ ଫାଇଟିଂରେ ସ୍ବର୍ଣ୍ଣ ଓ କାତାରେ ରୌପ୍ଯ ପଦକ ହାସଲ କରିଥିଲେ । ସମଗ୍ର ପ୍ରତିଯୋଗିତାରେ ବୈଭବ ଆଚାର୍ଯ୍ୟ ସ୍ବର୍ଣ୍ଣ ଓ ଅଂଶୁମାନ ପାଣି ରୌପ୍ଯ ପଦକ ହାସଲ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆର୍‌ପିଏର ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

Sunil Chandra Nayak

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

Sunil Chandra Nayak

ତେରେସିଂହା ହାଇସ୍କୁଲ ୨୦୦୬ ବ୍ୟାଚ୍ ର ବନ୍ଧୁ ମିଳନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort