ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ପଞ୍ଚାୟତ ହାଇସ୍କୁଲ ଖେଳପଡ଼ିଆ ଠାରେ ବାରବେସାଲ ଗ୍ରାମର ମା ଲଙ୍କେଶ୍ୱରୀ ଜୟ ଜଗନ୍ନାଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁଧୀର ଚନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପିତ ଫାଇନାଲ ମ୍ୟାଚ ରେ ରାଇଜିଙ୍ଗ ଷ୍ଟାର ଧର୍ମଗଡ଼ ଏବଂ ବାନେର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବାନେର ଦଳ ୧-୦ ଗୋଳରେ ରାଇଜିଙ୍ଗ ଷ୍ଟାର ଧର୍ମଗଡ଼କୁ ହରାଇ ଚମ୍ପିୟାନ ହୋଇଥିଲା । ଏଥିରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ସୁଜିତ କୁମାର ମେହେର ,ସମ୍ପାଦକ ଗୋପବନ୍ଧୁ ରାଉତ ,କୋଷ।ଧକ୍ଷ ସୌରଭ କୁମାର ମେହେର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ଵକ୍ତା ଭାବରେ ଜିଲ୍ଲା ପରିଷଦ ଉପ।ଧକ୍ଷ। ଶ୍ରୀମତୀ ସୁଧିରା ମେହେର ଯୋଗଦାନ କରିଥିଲେ । ଅତିଥି ରୂପେ ଜୁନାଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସବିତା ମେହେର ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ,ଚିଚେଇଗୁଡା ସରପଞ୍ଚ ପରମେଶ୍ୱର ମେହେର ,ମୁଣ୍ଡରା ଗୁଡା ପେକ୍ସ ସଭାପତି ସୁନୀଲ କୁମାର ମେହେର ,ସମାଜସେବୀ ସଞ୍ଜୟ ଗୁପ୍ତ। ,ରାଜିନ୍ଦ୍ର ମେହେର ,ଓକିଲ ପ୍ରଦ୍ୟୁମ୍ନ ରାଉତ ,ଘନଶ୍ୟାମ ପୁଝ।ରି ,ଶିକ୍ଷାବିତ ବାଲ୍ମୀକି ନ।ଏକ ପ୍ରମୁଖ ଯୋଗଦାନ କରି କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସ।ହିତ କରିଥିଲେ ଏବଂ ବିଜେତା ରନର୍ସ ଅଫ ଦଳକୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ରେ ବଣିଜରା ସରପଞ୍ଚ ଶ୍ରୀମତୀ ଦିବ୍ୟ ଭାରତୀ ଲହଜଳ ସଭାପତିତ୍ୱ କରିଥିଲେ ।ଖେଳକୁ ପରିଚାଳନା କରିଥିଲେ ତାପସ ଦାସ ,ସଂଜୀବ ଏବଂ ସୁବ୍ରତ । ଧାରା ବିବରଣୀ ପ୍ରଦାନ କରିଥିଲେ ଅଭିରାମ ମଙ୍ଗରାଜ ଏବଂ ସିନ୍ଦୁରାମ ଗୁରୁ ।କାର୍ଯ୍ୟକ୍ରମ ରେ ଅନୁଷ୍ଠାନର କିଶୋର ଚନ୍ଦ୍ର ପୁଝ।ରି ,ଦୁଷ୍ମନ୍ତ ମେହେର ,ପ୍ରତାପ ଦଣ୍ଡସେନା ,ସଞ୍ଜିତ କୁମାର ମେହେର ,ରାଜେଶ ରାଉତ ,ପିତାମ ପୁଝ।ରି ,ବିଭୁ ପ୍ରସାଦ ପାଢ଼ୀ ,ମନ ରଞ୍ଜନ ପୁଝ।ରି ,ଦୈତାରି ରାଉତ ,ଗୌତମ କୈବର୍ତ୍ତ ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ଦେବେନ୍ଦ୍ର କୁମାର ମେହେର ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା