ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତିତ୍ୱ

ନର୍ଲା (ମନିସ) ସରକାରୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଛି।ଏଥିରେ ନର୍ଲା ବ୍ଲକ ଅନ୍ତର୍ଗତ ଭାରତୀୟ ଶିଶୁ ମନ୍ଦିର ସରିଆଁର ୨ ଜଣ ଛାତ୍ର ରିତିକ କୁମାର ସାହୁ ଓ ପ୍ରେୟାନ୍ସୁ ଭୋଇ ସଫଳତା ହାସଲ କରିଛନ୍ତି। ରିତିକ୍ ରୋହିତ ସାହୁ ଓ ତରୁଲତା ସାହୁଙ୍କ ସୁପୁତ୍ର ହୋଇଥିବାବେଳେ,ପ୍ରେୟାନ୍ସୁ ହେଉଛନ୍ତି ଶିଶିର କୁମାର ଭୋଇ ଓ ରିଙ୍କି ଭୋଇଙ୍କ ସୁପୁତ୍ର। ଏହି ଦୁଇଜଣ ଛାତ୍ର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ପ୍ରଧାନ ଆଚାର୍ଯ୍ୟ ଆନନ୍ଦ କୁମାର ଭୋଇ,ସମସ୍ତ ଗୁରୁଜୀ ଗୁରୁମା ସହ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଲ ଭୋଇ, ସମ୍ପାଦକ ମିଳନ କୁମାର ଭୋଇ ଓ ସରିଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଓମ୍ ପ୍ରକାଶ ଛତ୍ରୀୟା ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

 ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦୁଇ ଦିନ ହେଲା ଅନ୍ଧାର ରେ ଫୁଲବାଣୀ ସହର

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

ରହସ୍ୟର ଦେବତା ଶ୍ରୀଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!