ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ଅଣସର୍ଭେ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ଯତା ପ୍ରକ୍ରିୟାରେ ବିଳମ୍ବ ୩ ବର୍ଷ ହେବ କଛପ ଗତିରେ ଚାଲିଛି

ଥୁଆମୂଳ ରାମପୁର: ମ.ନି.ସ:- ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ ହୋଇ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିକ୍ରମ ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଚିହ୍ନିତ ୧୬ ଟି ଜଙ୍ଗଲ ଗ୍ରାମ ଓ ଅଣସର୍ଭେ ଗ୍ରାମ ଗୁଡିକ ଏପର୍ଯ୍ୟନ୍ତ ରାଜସ୍ୱ ଗ୍ରାମର ମାନ୍ଯତା ପାଇ ପାରିଲା ନାହିଁ। ୨୦୧୮- ୨୦୧୯ ସମିହାରେ ୧୦ ଟି ଗ୍ରାମରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କୋଭିଡ୍ ଆଳ ଦେଖାଇ ରାଜସ୍ୱ ଓ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଏବଂ ଉପଖଣ୍ତ ସ୍ତରୀୟ କମିଟି ସ୍ତରରେ ଏହି ପ୍ରକ୍ରିୟାକୁ ଶୀତଳ ଭଣ୍ଡାର କୁ ଠେଲି ଦେଲା ଭଳି ମନେହୁଏ। ବନବାସୀ ଓ ଅନୁସୂଚିତ ଜନଜାତି ବର୍ଗଙ୍କୁ ତାଙ୍କ ଅଧିକାର ରୁ ବଞ୍ଚିତ କରାଯାଉଛି। ଓଡିଶା ସରକାର ଜଙ୍ଗଲ ଅଧିକାର ଆଇନ ବଳରେ ବହୁ ଲୋକଙ୍କୁ ଅଧିକାର ପ୍ରଦାନ କରିଛନ୍ତି ବୋଲି ଦେଶରେ ଡିଣ୍ଡିମ ପିଟୁଥିବା ବେଳେ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ବ୍ଯବସ୍ତା ଥିଲେ ମଧ୍ୟ ଏ ଦିଗରେ ଅଣଦେଖା କରାଯାଇଛି। ଅନେକ ସମୟରେ ରାଜସ୍ୱ ଗ୍ରାମ କରିବା ବିଷୟରେ ସରକାରୀ ଘୋଷଣା ହେଉଥିଲେ ମଧ୍ୟ ଜିଲ୍ଲା ସ୍ତରରେ ଓ ତହସିଲ ସ୍ତରରେ ଏହାର କାର୍ଯ୍ଯକାରୀତା ରେ ଘୋର ଅବହେଳା ଦେଖାଦେଇଛି। ଜଙ୍ଗଲ ଅଧିକାର ଆଇନ – ୨୦୦୬ରେ ବ୍ଯବସ୍ଥା ଅନୁଯାୟୀ ଜଙ୍ଗଲ ଗ୍ରାମ ଓ ଅଣସର୍ଭେ ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ଯତା ଦେବା ନିମନ୍ତେ କଳାହାଣ୍ଡି ରେ ଚିହ୍ନିତ ଗ୍ରାମ ମାନଙ୍କ ମଧ୍ୟରୁ ୧୦ ଖଣ୍ଡ ଯଥା ଯୁଗସାଇ ପାଟଣା ପଞ୍ଚାୟତ ର ଗୁରୁପାଙ୍ଗ,ରୁକୁଣିବଣ୍ତେଲ,ହେରଲାଗୁଡା ଓ ରୂପାଙ୍ଗପଦର,ଥୁଆମୂଳ ରାମପୁର ର ବ୍ଳକ କର୍ଲାପାଟ ପଞ୍ଚାୟତ ର ସିମେଲପଦର ଓ ତେନ୍ତୁଳି ପଦର,କାଣିଗୁମା ପଞ୍ଚାୟତ ର ଚାଚିକଣା,ମଦନପୁର ରାମପୁର ବ୍ଳକ ବାରବନ୍ଧା ପଞ୍ଚାୟତ ର ବିମଳା ପଦର ଓ ଉର୍ଲାଦାନୀ ପଞ୍ଚାୟତ ର ଜୁରାଖମନ ଏବଂ ଗୋଲାମୁଣ୍ତା ବ୍ଳକ ଶିକିଟିକାନୀ ପଞ୍ଚାୟତର କଙ୍କରାଖୋଲ ଓ ଉଛୁଲା ପଞ୍ଚାୟତ ର ଡକାଡଙ୍ଗରୀ ଗ୍ରାମ ଗୁଡିକର ରାଜସ୍ୱ ଗ୍ରାମ ନିମନ୍ତେ ପ୍ରକ୍ରିୟା ୩ ବର୍ଷ ହେଲା ଶୀତଳ ଭଣ୍ତାରରେ ପଡିଥିବା ଭଳି ମନେହୁଏ। ୨୦୧୮-୧୯ ବର୍ଷରେ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ କେଉଁ ଫାଇଲ ତହସିଲ ସ୍ତରରେ ତ ଆଉ କେଉଁ ଫାଇଲ ଉପଖଣ୍ଡ ସ୍ତରୀୟ କମିଟି ପାଖରେ ପଡି ରହିବା ଫଳରେ ଉଈ ଖାଇଥିବା ମନେହୁଏ। ଏସବୁ ଗ୍ରାମ ଗୁଡିକ ମଧ୍ୟରୁ ଥୁଆମୂଳ ରାମପୁର ବ୍ଳକର ସିମେଲ ପଦର ଓ ମଦନପୁର ରାମପୁର ବ୍କକ ର ବିମଳାପଦର ଗ୍ରାମ ଦୁଇଟିର ଫାଇଲ ଜିଲ୍ଲା ସ୍ତରୀୟ କମିଟି ପାଖରେ ପଡିରହିଛି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ରୁ ଜଣାପଡିଛି। ଅନ୍ଯ ପକ୍ଷରେ ଥୁଆମୂଳ ରାମପୁର ବ୍କକ୍ ର ତେନ୍ତୁଳି ପଦର ଗ୍ରାମର ଦାବୀ କୁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଚକ୍ରାନ୍ତ କରି ଚପେଇ ରଖିଥିବା ଅଞ୍ଚଳ ବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି। ସେହି ପରି ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ବିରିମୁହାଣ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ବହୁ ବର୍ଷ ପୂର୍ବରୁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ସେ ଦିଗରେ ଜିଲ୍ଲା ସ୍ତରୀୟ କମିଟି ଠାରୁ କୌଣସି ତଥ୍ଯ ମିଳିପାରୁ ନାହିଁ, ତେଣୁ ଏହା ଉପରେ ଗୁରୁତ୍ୱ ଦେଇ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଓ କମିଟି ପକ୍ଷରୁ ସମାଧାନ କରିବା ପାଇଁ ଦାବି ହେଉଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗ ଙ୍କ ରିପୋର୍ଟ

Related posts

କୋକସରା – ଏନ୍‌ପିଏସ୍ ଶିକ୍ଷକ ଓ କର୍ମଚାରୀ ସଂଘର ବୈଠକ

ଡେଙ୍ଗଫାର୍ଷି ଗ୍ରାମର ଏୟାରଟେଲ ଲିଙ୍କ୍ ଟାଓ୍ବାରକୁ 4G ଟାଓ୍ବାର ଭାବରେ ସଂଯୋଗ କରଣ ଦାବି ପୂରଣ

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା ମା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort