ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଚନ୍ଦାହାଣ୍ଡି-30/10(ମ ନି ସ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ପୂଜାରୀଗୁଡା ଠାରେ ବ୍ଲକ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି l ଏହି ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ର ଏହି ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି l ଚନ୍ଦାହାଣ୍ଡି ବ୍ଲକ ବିଜେଡି ଆବାହକତ୍ବରେ ପୂଜାରୀଗୁଡା ଛୋଟି ଗୁଡ଼ି ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ପଟୁଆର ସହ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଗୌରହରି ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ,ସମ୍ମାନିତ ଅତିଥି ଭାବେ ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ତଥା ବିଜେଡି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ, ବ୍ଲକ ଅଧକ୍ଷା ସୁମିତ୍ରା ପୂଜାରୀ,ଜୋନ ୨ ଜିଲ୍ଲା ପରିଷଦ କେତକୀମଲି ଗୌଡ଼, ଜୋନ ୧ ଜିଲ୍ଲା ପରିଷଦ ବର୍ଷାରାଣୀ ପଟେଲ,ଯୁବ ବିଜେଡି ସଭାପତି ତ୍ରିନାଥ ଦାଶ,ଛାତ୍ର ବିଜେଡି ସଭାପତି ଲିଙ୍ଗରାଜ ଚୌହାନ,ମହିଳା ବିଜେଡି ସଭାନେତ୍ରୀ ଦ୍ରୌପଦୀ ସୋରି,ଋଷୁ ବାଗ,ପୁରୁଷୋତ୍ତମ ପାରି,କିଶୋର ଖମାରି,ମଧୁ ନାଗେଶ,ସନୀନ୍ଦ୍ର ସୋରି,ସମସ୍ତ ସରପଞ୍ଚ, ସମସ୍ତ ସମିତିସଭ୍ୟ ସଭ୍ୟା, ବରିଷ୍ଠ, ଯୁବ, ମହିଳା, ଛାତ୍ର କର୍ମକର୍ତା ମଞ୍ଚାସିନ ରହିଥଲେ l ଏହି ଜନସମ୍ପର୍କ ପଦଯାତ୍ରା ପ୍ରଥମେ ପୂଜାରୀଗୁଡା ଗ୍ରାମ ଛୋଟି ଗୁଡ଼ି ଠାରେ ପୂଜାର୍ଚନା ସହ ପଦଯାତ୍ରା କରି ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ ଏବଂ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ସର୍ବ ପ୍ରଥମେ ବିଜୁବାବୁ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବୈଠକ ଆରମ୍ଭରୁ ବିଜେଡି ବରିଷ୍ଠ ନେତା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ବାଗଙ୍କ ଆମରଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ବୈଠକରେ ବକ୍ତା ମାନେ ରାଜ୍ୟ ସରକାରଙ୍କ 5ଟି ସ୍କୁଲ, ବିଏସକେୟାଇ କାର୍ଡ, ମିଶନ ଶକ୍ତି,ରାସ୍ତା ଘାଟ ତଥା ସରକାରଙ୍କ ସମସ୍ତ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରିବା ସହିତ ପ୍ରତେକ ପରିବାର ନିକଟରେ ନବୀନ ଙ୍କ ବାର୍ତ୍ତା ପହଞ୍ଚେଇବା ଏବଂ ସୁଖଦୁଃଖରେ ଭାଗିଦାରୀ ହେବାକୁ ସମସ୍ତ କର୍ମକର୍ତ୍ତା ଆହ୍ୱାନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ତୀବ୍ର ସମାଲୋଚନା କରିବା ସହ ଗରିବ ଖାଉଟି ମାନେ ଦରଦାମ ବୃଦ୍ଧିର ଶିକାର ହେଉଥିବା ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ସରକାରଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ଭୀଷ୍ମ ସୁନାନୀଙ୍କ ନେତୃତ୍ୱରେ 10 ଜଣ,ଫଟକି ପଂଚାୟତରୁ ଶୋବନ କଟା ପ୍ରମୁଖଙ୍କ ସମେତ ଫଟକି ଗ୍ରାମରୁ 20 ଜଣ, ଗୌରଝରିଆ ରୁ 5 ଜଣ ଓ ରାଜକୋଟରୁ 15ଜଣ ଏଭଳି 50ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ ତଥା ଅନ୍ୟ ଦଳର କର୍ମୀ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ l ମୁଖ୍ୟ ଅତିଥି ସମସ୍ତଙ୍କୁ ନୂତନ ଭାବେ ଦଳ ଆଗନ୍ତୁକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ୟୁନୁସ , ଭୁବନେଶ୍ୱର ବେଶ୍ରା,ଶ୍ୟାମ ସୁନ୍ଦର ସୁନାନୀ,ଭୁଜରାଜ ସୋରି,ମଞ୍ଜୁଲତା ନାୟକ,ମୁକ୍ତା ଜାଲ,ନିଳେନ୍ଦ୍ରୀ ପାଣ୍ଡେ, ଲଛମାନ ମାଝୀ, ଭୋଜରାମ ସିହ୍ନା, ତସିଲ ଜଗତ,ଲୋଚନ ନାୟକ, ଚୈତୁରାମ ଦଣ୍ଡସେନା, ଯୁଗେଶ୍ୱର ନାଗ, ଭୀମ ଡଙ୍ଗରି ସମେତ ବ୍ଲକର ବହୁ ସଂଖ୍ୟାରେ ବରିଷ୍ଠ, ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଯୋଗଦେଇ ଥିଲେ।

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ଖଡ଼ିଆଳ ବ୍ଲକ ର ପ୍ରଥମ ବ୍ଲକ ଅଧକ୍ଷ ଗୋପାଳ ନାରାୟଣ ତିୱାରୀ ଙ୍କ ୮୮ ବର୍ଷ ରେ ବିୟୋଗ

Sunil Chandra Nayak

ମଣ୍ଡି ସମସ୍ୟାନେଇ ଧରମବନ୍ଧା ଅଞ୍ଚଳଚାଷିଙ୍କ ଦ୍ବାରା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଓ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort