ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ଭବନ ରେ ଇନ୍ଦିରା ଗାନ୍ଧୀ ଙ୍କ ତିରୋଧାନ ଦିବସ ପାଳନ

କୋକସରା,୧/୧୧ -ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ତିରୋଧାନ ଦିବସ ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବ୍ଲକ ସଭାପତି ଘନଶ୍ୟାମ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମକର୍ତ୍ତା ମାନେ ଇନ୍ଦିରା ଗାନ୍ଧୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅଵସରରେ ବରିଷ୍ଠ କଂଗ୍ରେସ ନେତା ନିମାଇଁ ଧଙ୍ଗଡା ମାଝୀ, ପୁରୁଷୋତ୍ତମ ଗୁପ୍ତା, ତ୍ରିଭୂବନ ନାଏକ, କେଶବ ନାଏକ, ମାର୍କଣ୍ଡ ବେମାଲ, ରାଜେନ୍ଦ୍ର ନାଏକ, ମହେନ୍ଦ୍ର ଧରୁଆ, କାମଦେବ ଧଙ୍ଗଡା ମାଝୀ , ଅଭିମନ୍ୟୁ ପଟ୍ଟନାୟକ, କମଳ ଲୋଚନ ନାଏକ, ହୀରାଲାଲ ମାଝୀ, ହେମନ୍ତ ବାଗ, ବ୍ରଜବନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ସଫଳା ଦାସ ଙ୍କ କବିତା କେତେ ଖୁସି ମୁଁ ସେଦିନ ଥିଲି

Sunil Chandra Nayak

ଦୁଇ ଦିନ ହେଲା ସେମଲାଗୁଡା ଗାଁ ଅନ୍ଧାରରେ

Sunil Chandra Nayak

ନୂଆପଡା ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ପାଇଲେ ଡିଜିପି ସମ୍ମାନ

Sunil Chandra Nayak

Leave a Comment

error: Content is protected !!