ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମ ହେଉଛି,ଫଳକ ନାହିଁ …..

ଟଙ୍କାଟିଏ ନଦେଇ ବାହାବା ନେଉଛନ୍ତି ରାଜ୍ୟ ସରକାର, ଅଭିଯୋଗ କଲେ ବିଧାୟକ ……

ରାଉରକେଲା/ ଆଗକୁ ଆସୁଛି ବିଶ୍ବକପ ହକି। ଏଥିପାଇଁ ରାଉରକେଲା ର ହକି ଷ୍ଟାଡିୟମ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥ ବିନିଯୋଗ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୧୩୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।ତେବେ ଏହାକୁ ନିଜ ନାମରେ କରି ରାଜ୍ୟ ସରକାର ବାହାବା ନେବାକୁ ନାପସନ୍ଦ କରାଯାଇଛି । ଏନେଇ ଆଜି ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଏକ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ହେଉଥିବା କାର୍ଯ୍ୟଗୁଡ଼ିକର କୌଣସି ସୂଚନା ଫଳକ ଦେଖିବାକୁ ମିଳୁନାହିଁ । ଫଳରେ ଟଙ୍କାଟିଏ ଖର୍ଚ୍ଚ ନକରି ରାଜ୍ୟ ସରକାର କିପରି ବାହାବା ନେବେ ସେଥିପାଇଁ ଉଦ୍ୟମ ଚଳାଇଛନ୍ତି । ସୂଚନା ଯୋଗ୍ୟ ଯେ ଜିଲ୍ଲା ଖଣିଜ ପାଣ୍ଠିରୁ ପାର୍କିଂ ପାଇଁ ୩୯୪ ଲକ୍ଷ ୬୧ ହଜାର ଟଙ୍କା, ଏୟାର୍‌ପୋର୍ଟରୁ ବିପିୟୁଟି ଗେଟ ପର୍ଯ୍ୟନ୍ତ ରାସ୍ତାରେ ୭୧ଲକ୍ଷ ୮୦ହଜାର ଟଙ୍କା, ଛେଣ୍ଡ ର ବିଭିନ୍ନ ରାସ୍ତାରେ ୪୨୩ଲକ୍ଷ ୧୮ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କାର୍ଯ୍ୟ ସବୁ ଜୋରସୋରରେ ଚାଲୁଥିବା ବେଳେ କୌଣସି ଠାରେ ଜିଲ୍ଲା ଖଣିଜ ପାଣ୍ଠିର ନାମ ଫଳକ ଲଗାଯାଇନାହିଁ । ଫଳରେ ଜନସାଧାରଣଙ୍କୁ ଏହା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଛି ବୋଲି ଧାରଣା ଦିଆଯାଉଛି।

   ଗତ ୩୧/୦୭/୨୦୨୧ ତାରିଖ ଦିନ ସୁନ୍ଦରଗଡ ସଦଭାବନା ଭବନଠାରେ ଅଷ୍ଟମ ଟ୍ରଷ୍ଟି ବୋର୍ଡ ବୈଠକ କରାଯାଇଥିଲା। ଏହି ବୈଠକ ଅବସରରେ ବିରମିତ୍ରପୁର ବିଧାୟକ ଶ୍ରୀ ଓରାମ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିବାସହ ମିନି ଷ୍ଟାଡିୟମ ପ୍ରତିଷ୍ଠା, ଜିଲ୍ଲାର ସମସ୍ତ ହାଇସ୍କୁଲରେ ଖେଳପଡିଆ ର ଉନ୍ନତି କରଣ ଓ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକରେ ଅଷ୍ଟ୍ରୋଟର୍ଫ ହକି ପଡିଆ, ଇଣ୍ଡୋର ଷ୍ଟାଡିୟମ ଏବଂ ସମସ୍ତ ଖେଳ ହୋଇପାରୂଥିବା ଖେଳପଡିଆ ଉପରେ ଗୁରୁତ୍ବାରୋପ କରିଥିଲେ । ଗତ ୨୬/୧୦/୨୦୨୨ ତାରିଖ ଦିନ ପରବର୍ତ୍ତୀ ନବମ ଟ୍ରଷ୍ଟି ବୋର୍ଡ ବୈଠକରେ ଜିଲ୍ଲାର ୧୬ଟି ବ୍ଲକରେ ଅଷ୍ଟ୍ରୋଟର୍ଫ ହକି ପଡିଆ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଥିଲା।

  ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ଓରାମ ଗତ ବିଧାନସଭାରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ କେଉଁ ଯୋଜନାରୁ କେତେ ଅର୍ଥ ବିନିଯୋଗ କରାଯାଉଛି,ତାର ତଥ୍ୟ ମାଗିଥିଲେ । ଯେଉଁଥିରେ ରାଜ୍ୟ ସରକାର ହକି ଷ୍ଟାଡିୟମ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୩୬କୋଟି ଟଙ୍କା ବିନିଯୋଗ ହେଉଛି ବୋଲି ଉତ୍ତର ରଖିଥିଲେ । ସୂଚନା ଯୋଗ୍ୟ ଯେ ଜିଲ୍ଲା ଖଣିଜ ପାଣ୍ଠିର ଦୂରୂପଯୋଗର ଅଭିଯୋଗ ପରେ ଗତ ୧୨ ଜୁଲାଇ ୨୦୨୧ ରେ କେନ୍ଦ୍ରଖଣି ବିଭାଗ ସମସ୍ତ ରାଜ୍ୟ ର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶନାମା ଜରିଆରେ ଅବଗତ କରାଇଥିଲେକି ଜିଲ୍ଲା ଖଣିଜ ପାଣ୍ଠିରୁ କୌଣସି ଅର୍ଥ ରାଜ୍ୟ ସରକାରଙ୍କ ଯୋଜନାରେ ବିନିଯୋଗ କରାଯାଇ ପାରିବନାହିଁ ।

  ସେହିପରି ଜିଲ୍ଲା ଖଣିଜ ପାଣ୍ଠିରୁ କରାଯାଉଥିବା ଅଙ୍ଗନବାଡି ଗୃହ ନିର୍ମାଣରେ ବ୍ୟାପକ ଅନିୟମିତା ହେଉଥିବା ଶ୍ରୀ ଓରାମ ଅଭିଯୋଗ କରିଥିଲେ । କାମ ଗୁଡିକୁ ସିଙ୍ଗଲ୍ ଟେଣ୍ଡର ନକରି ବିଭକ୍ତି କରଣ ମାଧ୍ୟମରେ କରାଯାଉଥିବାରୁ ଏଥିରେ ଅନିୟମିତାର ଗନ୍ଧ ବାରିହେଉଛି ବୋଲି ସେ କହିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଲତା ବେହେରା ଙ୍କ କବିତା ଜୀବନ ସାଥି 

Sunil Chandra Nayak

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା ଜୀବନର ଷଡ଼ଋତୁ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଛବିବହି 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort