ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୬୯ତମ ସମବାୟ ସପ୍ତାହ ପାଳନ ଅବସରରେ କୃଷକ ସଭା ଅନୁଷ୍ଠିତ 

ରୁପ୍ରା, ୨୦/୧୧ (ମ ନି ସ) : ୬୯ତମ ସମବାୟ ସପ୍ତାହ ଚଳିତ ମାସ ୧୪ ତାରିଖରୁ ୨୦ ତାରିଖ (ଆଜି) ପର୍ଯ୍ୟନ୍ତ ପ୍ରତ୍ୟେକ ସମବାୟ ସଂସ୍ଥା ମାନଙ୍କରେ ପାଳନ ହେଉଥିବା ବେଳେ ଏହି ଅବସରରେ ଇଣ୍ଡିଆନ୍ ଫାରମର୍ଶ୍ ଫର୍ଟିଲାଇଜର୍ କୋଅପରେଟିଭ୍ ଲିଃ (ଇଫ୍କୋ) ତରଫରୁ ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତି ଠାରେ ଶନିବାର ଦିନ ଏକ କୃଷକ ସଭା ଅନୁଷ୍ଠିତ ହୋଇଯାଇଛି। ରୁପ୍ରା ପେକ୍ସ୍ ସଭାପତି ସରୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇଫ୍କୋ ର ଜିଲା ଅତିରିକ୍ତ କ୍ଷେତ୍ରୀୟ ପ୍ରବନ୍ଧକ ଗଣେଶ ପ୍ରସାଦ ପାଢ଼ୀ ଯୋଗଦାନ କରି ଉନ୍ନତ ଚାଷ ପ୍ରଣାଳୀ ବାବଦରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଜଣେ ଚାଷୀ କିପରି କମ୍ ଖର୍ଚ୍ଚ କରି ଅଧିକ ଅମଳ ପାଇପାରିବ ସେଥିପାଇଁ ପ୍ରଥମେ ମାଟି ପରୀକ୍ଷା, ବିହନ ବିଶୋଧନ, ବାୟୋ ଫର୍ଟିଲାଇଜର, ବୈଜ୍ଞାନିକ ପଦ୍ଧତିରେ ଚାଷ ତଥା ସୁଷମ ଚାଷ ପ୍ରଣାଳୀ ଓ ପାଣି ବ୍ୟବହାର ବାବଦରେ ପରାମର୍ଶ ଦେଇଥିଲେ। ପେକ୍ସ୍ କାର୍ଯ୍ୟ ନିର୍ବାହୀ କୁମୁଦ ଚନ୍ଦ୍ର ମହାନନ୍ଦ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଇଫ୍କୋ ର କ୍ଷେତ୍ରୀୟ ସହାୟକ ମାନସ ଟକରିଆଙ୍କ ସମେତ ପେକ୍ସ୍ ପରିଚାଳନା କମିଟିର ସଦସ୍ୟ ହରେକୃଷ୍ଣ ବେହେରା, କବିରାଜ ସାହୁ, ହୀରାଧର ସାହୁ, ଚୁଡାମଣି ବିଶ୍ୱାଳ, ଅଜୟ କୁମାର ସେନାପତି, ଜଗୁଜୀବନ ମହାନନ୍ଦ, ବରିଷ୍ଠ ଚାଷୀ ଚନ୍ଦ୍ରମଣି ଗୌଡ, ସୁଦାମ ସାହୁ, ଭରତ ଚନ୍ଦ୍ର ଖମାରୀ, ଜଗଦୀଶ ବୁଡେକ, ପାଣ୍ଡବ ସାହୁ, କ୍ଷମାନିଧି ସାହୁ, ରାମଚନ୍ଦ୍ର ନାଏକଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ରହି ଉକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପେକ୍ସ୍ ସଭାପତି ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସାହିତ୍ୟ ପତ୍ରିକା ” ନବକାକଳି”ର ବିଷୁବ ଉତ୍ସବ

Sunil Chandra Nayak

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ରାଇରଙ୍ଗପୁରରେ ତ୍ରିଦିବସୀୟ ଦିଵ୍ଯାଙ୍ଗ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort