ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ୍ କଳାହାଣ୍ଡି ତରଫରୁ ଅସହାୟ ଗରୀବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ

ରୁପ୍ରା, ୨୫/୧୧ (ମନିସ) : ନର୍ଲା ବ୍ଲକ ଅଧିନ ନର୍ଲା ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୬ଟି ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ନିରୀହ ଲୋକଙ୍କୁ “ସୋସିଆଲ ୱେଲଫେୟାର୍ ଅର୍ଗାନାଇଜେସନ୍ ” କଳାହାଣ୍ଡି ପରିବାର ତରଫରୁ ଆଜି ନର୍ଲା ସ୍ଥିତ ବିଜୟ ପଣ୍ଡା ହୋଟେଲ ନିକଟରେ ସଙ୍ଗଠନ ମୂଖ୍ୟ ତଥା ମହିଳା ଟିମ୍ ର ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀଙ୍କ ନେତୃତ୍ୱରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗଙ୍ଗାଧର ମେହେର, ସମ୍ମାନିତ ଅତିଥି ଭାବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର କୋନାଳ ସାହୁ ଓ ସଂଗଠନ ପରିବାରର କାର୍ଯ୍ୟକର୍ତ୍ତା ହମେସ୍ ଜୈନ୍ ପ୍ରମୁଖ ଯୋଗଦାନ କରି ୭୦ଜଣଙ୍କୁ ଶୀତବସ୍ତ୍ର ଭାବରେ କମ୍ବଳ ବଣ୍ଟନ କରିଥିଲେ। ଏହି ଅବସରରେ କରୋନା ଯୋଦ୍ଧା ଭାବରେ ଅଞ୍ଚଳର ୭ଜଣ ଆଶାକର୍ମୀଙ୍କୁ ସଙ୍ଗଠନ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନା ଯୋଗ୍ୟ ସଙ୍ଗଠନର ସଭାନେତ୍ରୀ ଶାନ୍ତି ଦିଦିଙ୍କ ପ୍ରୟାସ ଓ ସଙ୍ଗଠନ ସଦସ୍ୟଙ୍କ ସହଯୋଗ କ୍ରମେ ରକ୍ତଦାନ ଭଳି ମହତ୍ କାମକରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଛନ୍ତି । ସଭାନେତ୍ରୀ ଶାନ୍ତି ଦିଦି କହିଛନ୍ତି ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ, ଏଥିପାଇଁ ଯେକୌଣସି ମୁହୂର୍ତ୍ତରେ ଯେଉଁ ରୋଗୀକୁ ରକ୍ତର ଆବଶ୍ୟକ ହୁଏ ସଙ୍ଗେ ସଙ୍ଗେ ଶାନ୍ତି ଦିଦିଙ୍କୁ ଜଣାଇଥାନ୍ତି ଓ ଆବଶ୍ୟକ ହେଉଥିବା ଗୃପର ରକ୍ତ ଯୋଗାଇ ଦେବାକୁ ସଙ୍ଗଠନର ସଦସ୍ୟମାନେ ସହଯୋଗର ହାତ ବଢାଇଥାନ୍ତି। ବର୍ତ୍ତମାନ ସୁଦ୍ଧା ଉକ୍ତ ସଙ୍ଗଠନ ତରଫରୁ କିଛିମାସ ମଧ୍ୟରେ ୨୬୦ ୟୁନିଟ ରକ୍ତ ଦାନ କରିସାରିଥିବା ସଭାନେତ୍ରୀ ଶାନ୍ତି ଦିଦି ପ୍ରକାଶ କରିଛନ୍ତି। ଆଜିର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସଙ୍ଗଠନର କିଶୋର ମାଝୀ, ପ୍ରଦୋମ୍ନ ନାଏକ, ବିପିନ୍ ମାହାର, ଦିପୁ ପାତ୍ର, ପିଣ୍ଟୁ ସେଠି, ପିଣ୍ଟୁ ନାଗ, ବିଜୟ ପଣ୍ଡା ଓ ପଙ୍କଜିନୀ ନାୟକ ପ୍ରମୁଖଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ। ସଙ୍ଗଠନର ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳରେ ପ୍ରସଂଶା କରାଯାଇଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଚିଲିଗୁଡ଼ାରେ କଳସ ଶୋଭାଯାତ୍ରା

Sunil Chandra Nayak

ତୁଳସୀପଦରରେ ସରପଞ୍ଚଙ୍କ ଦ୍ଵାରା ଅସ୍ଥାୟୀ ପୋଲ ନିର୍ମାଣ

Sunil Chandra Nayak

ଚୂଡ଼ାପାହାଡ଼ସ୍ଥିତ ଶିବମନ୍ଦିରରେ ଶିବ ବିବାହ ମହୋତ୍ସବ 

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort