Uncategorized by Sunil Chandra NayakJanuary 27, 20220142 Share0 ଛାଇ ***** _ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ୨୭) ସବୁ ଘଟ ରେ ନାରାୟଣ ସିଏ ତ ସର୍ବ ବ୍ୟାପୀ ତାଂକରି ଲୀଳା ଖେଳା ଏଠି ତାଂକ ନାଁ ଥାଅ ଜପି । ୨୮) ଯିଏ ଯେମିତି ସିଏ ତ ସେମିତି ସଜେଇଲେ କିସ ହେବ ଅନ୍ତରେ ଯଦି ଭଲ ଗୁଣ ନାଇଁ ବାହ୍ୟ ରୂପେ କ’ଣ ହେବ ? __________ କୋଲନରା,ରାୟଗଡ଼ା ଜିଲ୍ଲା