Uncategorized by Sunil Chandra NayakJanuary 27, 20220209 Share0 ଜହ୍ନରାତି ____ *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ ଜହ୍ନରାତି ର କବିତା… ଦେହ ଭର୍ତ୍ତି…ମନ ଭର୍ତ୍ତି…॥ ୭) ଆସିଚି କି ଚିଠି କେଉଁ ନୀଳ ଇଲାକା ରୁ ଦିଶୁଚି କି ଫୁଲମୟ ପ୍ରେମ ର ରଙ୍ଗ ରୁ । ୮)ତମେ ଢଳି ଯାଅ ମୋ କୋଳ ରେ ସୁ ମଧୁର ଗୀତ ପରି କଣ୍ଠ ରେ ! _________ କୋଲନରା,ରାୟଗଡ଼ା ଜିଲ୍ଲା