Uncategorized‘ଅମୃତାୟନ’ ର ସମ୍ପାଦିକା ‘ଗୀତା ହୋତା’ ଙ୍କ ସ୍ମୃତି ରେ “ମସୀହା ସାହିତ୍ୟ ଦୁନିଆଁ” ତରଫରୁ ଶଦ୍ଦ ଶ୍ରଦ୍ଧାଞ୍ଜଳୀ by Sunil Chandra NayakNovember 30, 2022088 Share3 ‘ଅମୃତାୟନ’ ର ସମ୍ପାଦିକା ‘ଗୀତା ହୋତା’ ଙ୍କ ସ୍ମୃତି ରେ “ମସୀହା ସାହିତ୍ୟ ଦୁନିଆଁ” ତରଫରୁ ଶଦ୍ଦ ଶ୍ରଦ୍ଧାଞ୍ଜଳୀ ଯେତେ ଆଖି ବୁଲେଇଲେ ବି ଆତ୍ମୀୟ ତୃପ୍ତି ଆହୁରି ସାଉଁଟି ବୁଲେ ସବୁ ସ୍ମୃତି ମଧୁର ଫର୍ଦ୍ଦ ରେ , ଅବିଶ୍ବାସ ପରି ମନେ ହୁଏ ତୁମ ବିଦାୟୀ ବେଳା, ଆଦିନିଆ ଶ୍ରାବଣୀ ର ଛାତି ଫଟା ନିଧୁମ୍ ବର୍ଷା ଡୁବେଇ ଦେଇ ବିଶ୍ଵାସ ର ଅନ୍ଧଗଳି କୁ ଚ୍ଛିନ୍ନ କରିଦେଲା ଏକା ଏକା ଇଶ୍ଵରୀ ଙ୍କ ମନବୀଣା । ନିଷ୍ଟୁର ସମୟ ଦେଲା ନାହିଁ ଦେଖିବାକୁ ଶୁଣିବାକୁ ଆଉ କିଛି ରଙ୍ଗମଂଚ , ମନମହକ_ ଅମୃତମୟୀ ମଧୁକ୍ଷରା l କଳିଙ୍ଗ ମାଟି ର ସାତ ଦରିଆ ର ଶଦ୍ଦ ନୀନାଦିକା ହେ ଗୀତା ଅମୃତା ! ଘେନ ସଶ୍ରଦ୍ଧ ଶଦ୍ଦ ନମନ ସହ କୋହଭର୍ତ୍ତି ବାର୍ତ୍ତା l ନାୟକ ଅକ୍ଷୟ ରାଜହସ୍ତୀ ଢେଙ୍କାନାଳ