ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁନାସିପାଲିଟି ଅଧ୍ୟକ୍ଷ ଙ୍କୁ ମଣ୍ଡେଇ ରେ ଅଣଦେଖା          

 ନବରଙ୍ଗପୁର—-(ମସିହା) ନବରଙ୍ଗପୁର ଜିଲ୍ଲାର ପାରମ୍ପରିକ ପର୍ବପର୍ବାଣି ଯାନିଯାତ୍ର ମଧ୍ୟରେ ମଣ୍ଡେଇ ହେଉଛି ଗଣପର୍ବ l ମଣ୍ଡେଇ ହେଉଛି ସାମାଜିକ ବନ୍ଧୁମିଳନ ତଥା ଆନନ୍ଦ ଉଲ୍ଲାସ ର ପର୍ବ l କରୋନା କଟକଣା ଯୋଗୁଁ ବିଗତ ଦୁଇବର୍ଷ ପାଳନ ହେଉ ନ ଥିବା ବେଳେ ଚଳିତ ବର୍ଷ କିନ୍ତୁ ବହୁ ଆଢ଼ମ୍ବର ରେ ପାଳନ ହେବାକୁ ଯାଉଛି l ଏଠାରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଠୁ ଆରମ୍ଭ କରି ସମସ୍ତ ରାଜନୈତିକ ଅଧିକାରୀଙ୍କୁ ନିମନ୍ତ୍ରଣ କରା ଯାଇଥାଏ l ଏହି ବର୍ଷ କିନ୍ତୁ ନବରଙ୍ଗପୁର ମୁନସିପାଲିଟି ଅଧ୍ୟକ୍ଷ କୁନୁ ନାୟକଙ୍କୁ ଅଣଦେଖା କରିଥବା ସେ ଅଭିଯୋଗ କରିଛନ୍ତି l ପ୍ରତିବର୍ଷ ମୁନସିପାଲଟି ବିଭାଗକୁ ନିମନ୍ତ୍ରିତ କରୁଥିବାବେଳେ ଏହିବର୍ଷ ତାଙ୍କୁ ନିମନ୍ତ୍ରଣ କରିନଥିବାରୁ ସେ ଦୁଃଖ ପ୍ରକାଶ କରିବାସହ ଜିଲ୍ଲାପ୍ରଶାସନ କୁ ଘୋର ନିନ୍ଦା କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଦାବୀ ପୂରଣ ନହେଲେ ଆନ୍ଦୋଳନ ର ଚେତାବନୀ ଦେଲେ ବିସ୍ଥାପିତ ଜନ ପ୍ରତିନିଧି 

Sunil Chandra Nayak

ଆରମ୍ଭ ହେଲା ନର୍ଲାରୋଡ ରେ ଦୁର୍ଗାପୂଜା, ସନ୍ଧ୍ୟା ଆଳତି ପାଇଁ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ଼

Sunil Chandra Nayak

ରାଇଘର କୋର୍ଟ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!