ମୋହନଗିରି : ୧୩/୧୨ – (ମ.ନି.ସ) :- ଆଗତ ବର୍ଷ ତା ୨୬/୨/୨୦୨୩ ରିଖ ଠାରୁ ତା ୭/୩/୨୦୨୩ ରିଖ ପର୍ଯ୍ୟନ୍ତ ମୋହନଗିରି ର ଅନିତୀ ୫ କିଲୋମିଟର ଦୂର ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଭଳି ୪ ଟି ଜିଲ୍ଲାର ସୀମାର ଗମ୍ଭାରୀ ଗୁଡା ସ୍ଥିତ ଶ୍ରୀ ଶ୍ରୀ ସିକେର ପାଟ ଇଷ୍ଟ ଦେବୀ ପ୍ରାଙ୍ଗଣ ଇଛାମୟ ମଠ ଗୋବିନ୍ଦ ଦାସ ଜୀ ମହାରାଜା ଙ୍କ ଉଦ୍ୟମ ରେ ୧୦ ଦିନ ବ୍ଯାପି ବିଶ୍ବଶାନ୍ତି ଯଜ୍ଞ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବାକୁ ପ୍ରସ୍ତୁତ ଚାଲିଛି। ଏହା ପୂର୍ବରୁ ବାବା ୧୨ ଟି ଯଜ୍ଞ କରିଥିବାରୁ ଭକ୍ତ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଏଥିରେ କର୍ତ୍ତା ଭାବରେ ଶ୍ରୀ ଶଙ୍କର ଭୋଇ ଓ ତାଙ୍କ ସହଧର୍ମିଣୀ ସତ୍ଯମା ଭୋଇ ଓ ଲଳିତ ସାହୁ ତାଙ୍କ ସହଧର୍ମିଣୀ ଝିଲି ସାହୁ ମନୋନୀତ ହୋଇଛନ୍ତି।
previous post