ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଝୀଗୁଡା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୧୩/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତ ରେ ହିତାଧିକାରୀଙ୍କୁ ନିଜ ପଞ୍ଚାୟତ ଦୁଆର ମୁହଁରେ ସେବା ଓ ସମସ୍ୟା ର ସମାଧାନ ପାଇଁ ଏହି ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି। ସୋମବାର ମାଝୀଗୁଡା ପଞ୍ଚାୟତ ରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମ କୁ ସରପଞ୍ଚ ମାମି ବାଗ ଙ୍କ ସଭାପତିତ୍ୱ ରେ ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଜିପିଇଓ ନାରାୟଣ ଭୋଇ, କୃଷି ଅଧିକାରୀ ହେମାନନ୍ଦ ମାଝୀ, ବିଏସଏସଓ ଦୀପକ କୁମାର ବେହେରା, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, ଯୋଗାଣ ଵିଭାଗୀୟ ଅଧିକାରୀ ଜଗାରାମ ମୁର୍ମୁ, କନିଷ୍ଠ ଯନ୍ତ୍ରୀ ସୁକାନ୍ତ ବେହେରା, ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, ଗ୍ରାମ୍ୟ ପରିମଳ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ନାଏବ ସରପଞ୍ଚ ଧର୍ମେନ୍ଦ୍ର ପୋଢ଼, ଡାଟାଏଣ୍ଟ୍ରି ଅପରେଟର ଶମ୍ଭୁ ପ୍ରସାଦ ମୁଣ୍ଡ, ଜିଆରଏସ୍ କର୍ପୂର ନାଏକ, ଯୋଗାଣ ସହାୟକ ପ୍ରଶାନ୍ତ ରଣା, ଭିଏଡବ୍ଲୁ ଟିକଚନ ଦଳପତି ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ କରିଛନ୍ତି। ତେବେ ଆଜିର ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗ, ପୋଲିସ ବିଭାଗ ଅଧିକାରୀ ଉପସ୍ଥିତ ରହି ନଥିବା ବେଳେ ସମନ୍ୱିତ ଶିଶୁ ବିଭାର ସୁପରଭାଇଜର ସୋନିଆ ହେମ୍ରମ ବହୁ ବିଳମ୍ବରେ ପହଞ୍ଚିଥିଲେ।ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କାର୍ଯ୍ୟକ୍ରମକୁ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏଥିରେ ଆବାସ ପାଇଁ ୫୬୫, ଏମଜିଏନ୍ଆରଇଜିଏ ୬୯, ଭତ୍ତା ୮୪, ଆରଡବ୍ଲୁଏସଏସ ୪, ପିଡିଏସ୍ ୨୬, ଓଏଲଏମ ୨ ଏଭଳି ସମୁଦାୟ୭୧୦ ଟି ଅଭିଯୋଗ ହୋଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

ଆଶାକର୍ମୀ ଘେରାଉ କଲେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ 

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

Sunil Chandra Nayak

ରାଉରକେଲା ଆଇନ ମହାବିଦ୍ୟାଳୟ ଆନୁକୁଲ୍ୟରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort