ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନକୁ ସହଯୋଗ ର ହାତ ବଢ଼ାଇଲେ ,ବିଏଚ୍ ଆର୍ ସି ,ଓ ସମାଜସେବୀକା ସବିତା ବେହେରା

କଙ୍କଡାହାଡ଼ :-କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗାଁ ର ରଞ୍ଜନ ସ୍ୱାଇଁ (୪୦) ଦୁଇ ବର୍ଷ ହେଲାଣି ମେରୁଦଣ୍ଡ ଯକ୍ଷ୍ମା ରୋଗ ରେ ପୀଡିତ l ରୋଜଗାର କରି ପରିବାର ଚଳାଇବା ବୟସ ରେ ସେ ଶଯ୍ୟାଶାୟୀ l ଘରେ ତାଙ୍କର ଚାରିପ୍ରାଣୀ କୁଟୁମ୍ବ l ପତ୍ନୀ ଆରତୀ ସ୍ୱାଇଁ (୩୨)ବଡପୁଅ ପ୍ରିୟବ୍ରତ ସ୍ୱାଇଁ (୧୩)ସାନପୁଅ ରୋହନ ସ୍ୱାଇଁ (୬) l ରଞ୍ଜନ ଜଣେ ଦିନ ମଜୁରିଆ ହୋଇଥିବାରୁ ନିଜର ଉତ୍ତମ ଚିକିତ୍ସା କରାଇବା ତାଙ୍କ ପକ୍ଷ ରେ ସମ୍ଭବ ନୁହେଁ l ଘରେ ଦୁଇଓଳି ଦୁଇ ମୁଠା ଖାଇବା ପାଇଁ ତାଙ୍କ ପତ୍ନୀ ପର ଘରେ ମୁଲ ଲାଗୁଛନ୍ତି l ରଞ୍ଜନ ଙ୍କ ଚିକିତ୍ସା ପାଇଁ ପଇସା ଆଣିବେ ବା କୋଉଠୁ l ଜିଲ୍ଲା ପରିଷଦ ନବକିଶୋର ସାହୁ ଙ୍କ ର ଦୃଷ୍ଟି ଆକର୍ଷଣ ପରେ ରଞ୍ଜନ ଙ୍କ ଚିକିତ୍ସା ଲାଗି ବିରାସାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ଦଳ ରଞ୍ଜନ ଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l ସେଠାର ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ଏସସିବି କୁ ସ୍ଥାନାନ୍ତର କରାଯାଇଛି l ଏହି ଖବର ଜିଲ୍ଲା ପରିଷଦ ସମାଜ ବିଏଚ୍ ଆର୍ ସି ର କାର୍ଯ୍ୟ ରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କୁ ଜଣାଇବାପରେ ଦୁଖବନ୍ଧୁ ବିଶ୍ୱାଳ ଙ୍କ ଅବଗତ ପରେ କଟକ ର ବିଶିଷ୍ଟ ସମାଜସେବୀକା ସବିତା ବେହେରା ଓ ବିଏଚଆରସି ର ଅନୁଗୋଳ ଜିଲ୍ଲା ସଭାପତି ଅମରେଶ ମିଶ୍ର ଓ କଟକ ଜିଲ୍ଲା ସଭୀ ପ୍ରଶ୍ନ ଗୁରୁ ପହଂଚି ଡାକ୍ତର ଙ୍କ ସହିତ ପରାମର୍ଶ କରିଛନ୍ତି l ଉତ୍ତମ ଚିକିତ୍ସା ଯୋଗାଇ ଦେବେ ବୋଲି ,ଏସ ସିବି,ମେଡିକାଲ କତ୍ତୃପକ୍ଷ କହିଛନ୍ତି, ଏପଟେ ମାତୃଭୂମି ଓଡିଶା ସଙ୍ଗଠନ ର ଅଧକ୍ଷ ଓ ସଭାପତି ଗୀତାଦାସ ମେଡିକାଲ ରେ ପହଂଚି ସହଯୋଗ ର ହାତ ବଢ଼ାଇଛନ୍ତି .।

ମାତୃଭୂମି ଓଡିଶା ସଙ୍ଗଠନ ଆର୍ଥିକ ସହଯୋଗ କରିଲେ ପଙ୍ଗାତିରା ଗ୍ରାମର ରଞ୍ଜନ ଙ୍କୁ କଟକ scb ମେଡ଼ିକାଲ ରେ ପହଂଚି

ମାତୃ ଭୂମି ଓଡ଼ିଶା ର ଅଧକ୍ଷା ବିଜୟନୀ ସାହୁ ଙ୍କ ତତ୍ୱାବଧାନ ରେ ଗୀତାଞ୍ଜଳି ଦାସ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ହରିଚନ୍ଦନ ଏବଂ ଖଗେଶ୍ୱର ସ୍ୱାଇଁ scb ମେଡିକାଲ ରେ ପହଞ୍ଚି ଆର୍ଥିକ ସହାୟତା ସହଯୋଗ କରିଥିଲେ, ମାତୃଭୂମି ଓଡ଼ିଶାର ଏହିପରି ସେବା  କାର୍ଯ୍ୟ ଦେଖି ରଞ୍ଜନ ଙ୍କ ପରିବାର ସାଧୁବାଦ ଜଣାଇଛନ୍ତି ।

(ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବା ପାଇଁ ଚାହୁଛନ୍ତି, +91 63541 87132 ଏହି ନମ୍ବର ରେ ଯୋଗାଯୋଗ କରି ସହଯୋଗ କରନ୍ତୁ)
ମସିହା ନିଉଜ ସର୍ଭିସ୍

Related posts

SSC, Bank ର କୋଚିଂ କ୍ଳାସ ଖରିଆର ରେ ପ୍ରଥମ ଥର ପାଇଁ ଆରମ୍ଭ

Sunil Chandra Nayak

ମିଡିଆ କ୍ଲବ ରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଆମପାଣି ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort