Uncategorizedତ୍ରିଲୋଚନ ପାଢ଼ୀ ଙ୍କ କବିତା l l ମିଛ ମାୟାର ଦୁନିଆ l l by Sunil Chandra NayakDecember 17, 2022054 Share0 l l ମିଛ ମାୟାର ଦୁନିଆ l l ତ୍ରିଲୋଚନ ପାଢ଼ୀ (ଶିକ୍ଷକ ) ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର ସମୟ ନଈର ସୁଅଧାର ପରି ଏଇ ଜୀବନ ଆମର. ଦୁନିଆର ଏଇ ରଙ୍ଗମଞ୍ଚରେ ଚାଲେ ଖାଲି ଅଭିନୟ ସବୁରି ଉପରେ ବଳବାନ ଅଟେ ଖାଲି ତ ଏକା ସମୟ. ଦୁନିଆ ହାଟରେ ଆମେ ତ ଗରାଖ ଚାଲେ ଖାଲି କିଣାବିକା ହାଟର ସଉଦା ସରିଗଲା ପରେ ବାହୁଡ଼ିବା ଏକାଏକା. ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ ସା, ପୋ. ନନ୍ଦିଗ୍ରାମ ଭାୟା. ନାଉଗାଁ ହାଟ ଜିଲ୍ଲା. ଜଗତସିଂହପୁର