ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ କେନ୍ଦ୍ର ପ୍ରଥମିକ ବିଦ୍ୟାଳୟ ମେଦିନୀପୁର ରେ ବାର୍ଷିକ କ୍ରିଡା ମହୋତ୍ସବ

ମେଦିନୀପୁର- ତା.୧୭.୧୨.୨୨ ରିଖ ସରକାରୀ କେନ୍ଦ୍ର ପ୍ରଥମିକ ବିଦ୍ୟାଳୟ ମେଦିନୀପୁର ର ଶତ ବାର୍ଷିକ ପୂର୍ତ୍ତି ଅବସରରେ ପ୍ରଥମ ବାର୍ଷିକ କ୍ରିଡା ମହୋତ୍ସବ-୨୦୨୨ ର ଅଦ୍ୟ ଦ୍ୱିତୀୟ ଦିବସ ତଥା ଉଦ୍‌ଯାପନୀ ଉତ୍ସବ ମହା ସମାରୋହ ରେ ସମାପ୍ତ ହୋଇ ଯାଇଛି।  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ପ୍ରତ୍ୟକ୍ଷ ତତ୍ଵ ବିଧାନ ରେ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତା କୁ ବିଶିଷ୍ଟ କ୍ରୀଡାବିତ ପ୍ରବିଣ ମହାନ୍ତି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଆଶିଶ କୁମାର ପଣ୍ଡା ପରିଚାଳନା କରିଥିଲେ ।  ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏବିଓ ତଥା ବି ଆର ସି ଭବାନୀପାଟଣା ଜୟ କୁମାର ମାଝୀ , ସମ୍ମାନିତ ଅତିଥି ଭାବେ ମେଦିନୀ ପୁର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ସନ୍ତୋଷ କୁମାର ଦାଶ , ଏବିଓ ହୃଷିକେଶ ନାଏକ, ସିଆରସି ତୁଳସୀ ରାମ ସାହୁ , ଗଣନାଥ ପୁର ସିଆରସି ବିଶ୍ଵଜିତ ରୟ ,ଶିକ୍ଷକ ନେତା ଧନଞ୍ଜୟ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମଞରୀ ନାଗ ଏବଂ ବିଦୁଲତା ସୁନାନୀ ଙ୍କ ସମେତ ମେଦିନୀ ପୁର ଗ୍ରାମ ର ସମସ୍ତ ଜନ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ। ଵରିଷ୍ଠ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତୀ ଦୁଇଦିନର ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ । ଶିକ୍ଷୟିତ୍ରୀ ସୁଚେତା ଦାଶ, ପ୍ରତିଭା ଦାଶ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଶିକ୍ଷୟିତ୍ରୀ କଲ୍ୟାଣି ଦାସ ,ସଭ୍ୟାମଞରୀ ପଟ୍ଟନାୟକ, ସଞୁକ୍ତା ଦାଶ , ଜୋସ୍ନା ମୟୀ ଦୋରା , ନିଶାମଣୀ ଦେଇ ଏବଂ ବିଦ୍ୟାଳୟ ପରିଚାଳନା କମିଟୀ ଅଧକ୍ଷା ମଞ୍ଜରୀ ନାଗ କବାଡି , ଅଖାବସ୍ତ।ଦୌଡ଼, ବେଲୁନ ଫୁଟା , ବଲ ଫିଙ୍ଗା ,ବୋତଲ ପାଣି ଭରା, ମ୍ୟୁଜିକ୍ ଚ୍ୟାର , ଦୌଡି ଡିଆଁ ଆଦି ଆକର୍ଷଣୀୟ ପ୍ରତିଯୋଗୀତା ମାନ କରିଥିଲେ । ଛାତ୍ର- ଛାତ୍ରୀ ପ୍ୟାରେଡ଼ ରେ ଅତିଥି ଙ୍କୁ ଅଭିବାଦନ ଜଣାଇ ଥିଲେ । କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ ପରେ ଛାତ୍ରୀମାନ    ଙ୍କ ପ୍ରଦର୍ଶୀତ ଡ୍ରୀଲ ଏବଂ ଛାତ୍ର- ଛାତ୍ରୀ ଙ୍କ ପ୍ରଦର୍ଶିତ ପିରାମିଡ ଦେଖି ପ୍ରସଂଶା କରି ମୁଖ୍ୟଅତିଥି କ୍ରୀଡା ଧୂଜା ଅଵତରଣ କରିଥିଲେ, ମଶାଲ ନିର୍ବାପନ ପରେ ବିଦ୍ୟାଳୟ ଖେଳପଡ଼ିଆ ର ମଧ୍ୟ ସ୍ଥଳ ରେ ଅୟୋଜିତ ସମବେଶିତ ଆତିଶ୍ ବାଜି ରେ ଏହି ଦୁଇଦିନିଆ କ୍ରୀଡା ଉତ୍ସବ ସମାପନ ଘୋଷଣା କରିଥିଲେ । ବିଦ୍ୟାଳୟ କ୍ୟାପଟେନ ସୁଶ୍ରୀ କୋଶଲ୍ୟା ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

କିଶନ ଶର୍ମା , ଭବାନୀ ପାଟଣା 

Related posts

ଜୁଆ ଆଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ଏବଂ ୬ ଜଣଙ୍କୁ କୋର୍ଟ ଚାଲାଣ

ପିଏମ୍ ୟୁବା ପାଇଁ ଚୟନିତ ହେଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା

masiha

ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort