ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା,ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା

ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବାର ଖବର ମିଳିଛି। ସେ ଜେଲରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଚାରାଧୀନ କଏଦୀ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଆଜି ଗୋବିନ୍ଦ କୋର୍ଟରେ ହାଜର ହୋଇଥାନ୍ତେ। ଏଣେ ତାଙ୍କର ମୃତଦେହକୁ ବଲାଙ୍ଗୀର ଅଣାଯାଉଛି। ସେଠାରେ ଶବବ୍ୟବଚ୍ଛେଦ କରାଯିବ।

ସେ ଗତ ଜୁଲାଇ ମାସରେ ଜାମିନରେ ବାହାରିଥିଲେ। ଗତ ଜୁନ୍ ୨୯ତାରିଖ ଦିନ ହାଇକୋର୍ଟ ତାକୁ ୧୪ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ। ସେହି ଅନୁସାରେ କଡ଼ା ସୁରକ୍ଷା ବଳୟରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତରୁ ଘରକୁ ଯାଇଥି‌ଲେ।

ସୁଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡି କଣ୍ଟାବାଞ୍ଜି ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗୋବିନ୍ଦଙ୍କ ଓକିଲ ଦୁର୍ଗାନନ୍ଦ ପାଢ଼ୀ ଗୋବିନ୍ଦଙ୍କ ସ୍ତ୍ରୀ ଏବଂ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ। ଓକିଲ ଶ୍ରୀ ପାଢ଼ୀ ହାଇକୋର୍ଟ ଦେଇଥିବା ଜାମିନ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦାଖଲ କରିଥିଲେ। ଏହାକୁ ନେଇ ମାନ୍ୟବର ଅଦାଲତ ବିଭିନ୍ନ ସର୍ତ୍ତ  ଏବଂ ୫୦ ହଜାରର ଦୁଇଟି ଜମାନତରେ ଗୋବିନ୍ଦଙ୍କୁ ଜାମିନରେ ଛାଡ଼ିଥିଲେ। ଏ ନେଇ ଗୋବିନ୍ଦଙ୍କର ଓକିଲ ଶ୍ରୀ ପାଢ଼ୀ କହିଛନ୍ତି ଯେ, ମାନ୍ୟବର ହାଇକୋର୍ଟ ୮ଟି ସର୍ତ୍ତ ରଖିଛନ୍ତି। ସେଥିରେ ତଦାରଖ କରୁଥିବା ପୁଲିସ ଅଧିକାରୀ ପାଖରେ ଗୋବିନ୍ଦ ପ୍ରତିଦିନ ହାଜର ହେବ। ନିଜ ଅଞ୍ଚଳରେ ହିଁ ରହିବ। ଗଣମାଧ୍ୟମ ଆଗରେ ମୁହଁ ଖୋଲିବ ନାହିଁ ଆଦି ରହିଛି। ଅନ୍ୟପକ୍ଷରେ ଗୋବିନ୍ଦଙ୍କର ସହଯୋଗୀ ରାଧେଶ୍ୟାମ ଚଣ୍ଡିର ଜାମିନ୍ ଖାରଜ ହେବାରୁ ସେ ବିଚାର ବିଭାଗୀୟ ହାଜତରେ ରହିଛି।

ସୁଚନାଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିଲା। ଏହାସହ କଲେଜର ଜଣେ ଅଧ୍ୟାପକ ମଧ୍ୟ ଗିରଫ ହୋଇଥିଲେ। ଗିରଫ ଦ୍ୱୟ ହେଲେ- କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ, ଅଧ୍ୟାପକ କୃତି ଚନ୍ଦନ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟେ ଗିରଫ ହୋଇଛନ୍ତି।ଉଭୟଙ୍କୁ ଗିରଫ କରି କଣ୍ଟାବାଞ୍ଜି ପୋଲିସ୍‌ କୋର୍ଟ ଚାଲାଣ କରିଛି।

ହେଲେ ଏତେବଡ ସମ୍ବେଦନଶୀଳ ଘଟଣା ରେ ଜଡ଼ିତ ଗୋବିନ୍ଦ ସାହୁ ଆତ୍ମହତ୍ୟା କଲାବେଳେ କଣକରୁଥିଲା ପୁଲିସ୍ ? 

ଜେଲ୍ ସେଲ୍ ପଛପଟେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ଗୋବିନ୍ଦ । ତେବେ ପ୍ରଶ୍ନ ଉଠୁଛି ଜେଲ୍ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରୁଥିବା ବେଳେ କ’ଣ କରୁଥିଲେ ଜେଲ କର୍ମଚାରୀ ବୋଲି ନାନା ପ୍ରକାର ଆଲୋଚନା ହେଉଛି।

ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ।ଗୋବିନ୍ଦ ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ତେଜିଛି। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ବିଜେଡି ଏହାର ଜବାବ ରଖିଛି।ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଏ ମାମଲା ମଧ୍ୟ କୋର୍ଟ ବିଚାର କରିବେ ବୋଲି କହିଛନ୍ତି ବିଜେଡି ନେତା ଅମର ଶତପଥୀ ।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସମ୍ବଲପୁର ଜେଲ ଡିଆଇଜି କଣ୍ଟାବାଞ୍ଝି ଗସ୍ତରେ ଯାଇଛନ୍ତି । କେଉଁ ପରିସ୍ଥିତିରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଛି ତାର ତଦନ୍ତ କରିବେ ଡିଆଇଜି । ଡିଆଇଜି ଅନସୂୟା ଜେନା କହିଛନ୍ତି ବିଭିନ୍ନ ଦିଗରୁ ମୃତ୍ୟୁର ହେବ ତଦନ୍ତ । କାର୍ଯ୍ୟରେ ଅବହେଳା, କିମ୍ବା ତୃଟି ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଜେଲ କର୍ମଚାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଘଟଣାର ୨୪ ଘଣ୍ଟାରେ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରାଯିବ । ଆଜି ମମିତା ମୃତ୍ୟୁ ମାମଲାରେ ଜେଲରେ ହାଜର ହୋଇଥାନ୍ତେ ଅଭିଯୁକ୍ତ ଗୋବିନ୍ଦ ସାହୁ । ତେବେ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଥିଲେ । ଜେଲ ଭିତରେ ପ୍ରଥମେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା ମୋ ବୋଉ

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ତମେ ମୋ ସଞ୍ଜୁଆ ତାରା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort