ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀ ଙ୍କ ଋଣ ଟଙ୍କା ଦେବାରେ ବିଳମ୍ବ କରୁଛି କେସିସି ବ୍ୟାଙ୍କ, ସପ୍ତାହ ହେଲାଣି ଦୌଡ଼ି ଦୌଡ଼ି ହନ୍ତସନ୍ତ ହେଉଛନ୍ତି ଚାଷୀ

ପାପଡାହାଣ୍ଡି,21/12, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କେସିସି ବ୍ୟାଙ୍କରେ ଚାଷୀଙ୍କ ରଣ ଟଙ୍କା ପ୍ରଦାନରେ ବିଳମ୍ବ କରୁଥିବା ଚାଷି ମାନେ ଅଭିଯୋଗ କରିଛନ୍ତି | ସପ୍ତାହ ହେଲା କାମ ଧନ୍ଦା ଛାଡି ଏ ନେଇ ଚାଷି ହନ୍ତସନ୍ତ ହେଉଥିବା ଦେଖା ଦେଇଛି | ବ୍ୟାଙ୍କକୁ ଚାଷି ତରଫରୁ କେୱାସି ପ୍ରଦାନ କରାଯାଇଥିବା ସ୍ୱେତେ ଅଣଦେଖା କରାଯାଉଥିବା ଚାଷି କହିଛନ୍ତି | ସୂଚନା ମୁତାବକ ମଇଦଲପୁର ଲ୍ୟାମ୍ପ ଅଧୀନରେ ରହିଥିବା 5 ଜଣଙ୍କ ଚାଷୀ 2019 ମସିହାରେ ଚାଷ ଋଣ କରିଥିଲେ | ଲ୍ୟାମ୍ପ ଅଧୀନରେ ରହିଥିବା ନୂଆକୋଟ ଗ୍ରାମର ପଦ୍ମନୀ ନାୟକଙ୍କ 9000 ଟଙ୍କା ,କଣ୍ଟାମାଳ ଗ୍ରାମର କମଳା ମାଝୀ 12000 ଟଙ୍କା ,ଦଶରାଭଟ୍ଟା ଗ୍ରାମର ସେବିକା ମିର୍ଗାନ 12000 ଟଙ୍କା , ସେହିପରି କଣ୍ଟାମାଳ ଗ୍ରାମରେ ଚାଷ ଜମି ରହିଥିବା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ଦୁର୍ଯ୍ୟୋଧନ ମାଝୀ 11000 ଟଙ୍କା ଓ ଭଗବାନ ମାଝୀ 9000 ଟଙ୍କା 2019 ମସିହାରେ ଲ୍ୟାମ୍ପ ପକ୍ଷରୁ ଏମାନଙ୍କ ଋଣ ମଞ୍ଜୁର ହୋଇଥିଲା କିନ୍ତୁ ଏହି ପାଞ୍ଚ ଜଣ କୌଣସି ବ୍ୟାକ୍ତିଗତ କାରଣ ରୁ ଲୋନ ଟଙ୍କା ଉଠେଇନଥିଲେ | ଏହି ଚାଷୀ ମାନେ କିନ୍ତୁ ବର୍ତମାନ ଏକ ମାସ ତଳେ ଏହି ପାଞ୍ଚ ଜଣ କେସିସି ବ୍ୟାଙ୍କ କୁ ଋଣ ଟଙ୍କା ଉଠେଇବା ପାଇଁ ଆସିଥିଲେ | ଏହା ନେଇ ବ୍ୟାଙ୍କ କତୃପକ୍ଷ କେୱାସି ଫର୍ମ ଦେବା ପାଇଁ କହିଥିଲେ | ଚାଷୀ ଅଭିଯୋଗ କରିଛନ୍ତି ଜେ ଏକ ମାସ ତଳେ ଦୁଇ ଥର କେୱାସି ଫର୍ମ ଦେଇଛନ୍ତି ଓ ଏହା ସ୍ୱତ୍ତ୍ୱେ ଏକ ସପ୍ତାହ ହେଲା ସେ ଟଙ୍କା ଉଠାଣ ପାଇଁ ଆସିଲେ ବ୍ୟାଙ୍କ ଟଙ୍କା ଦେଉ ନାହିଁ | ସପ୍ତାହ ହେଲା କାମଧନ୍ଦା ଛାଡି ଦୂର ଦୁରାନ୍ତ ରୁ ଆସି ଦିନ ସାରା ବ୍ୟାଙ୍କ ଅପେକ୍ଷା କରି ରହୁଚୁ | ଶେଷରେ ବ୍ୟାଙ୍କ ଆମକୁ ଘରକୁ ପଠେଇ ଦେଉଛି ଏହା ଉଦ୍ୟେଶ ମୂଳକ ନା ଟଙ୍କା ହେରଫେର ହୋଇଥିବା ନେଇ ଚାଷୀ ଙ୍କ ମନରେ ସନ୍ଦେହ ଉପୂଜୁଛି | ଏନେଇ କେସିସି ବ୍ୟାଙ୍କ ମ୍ୟାନେଜର ଇ ପଲ୍ଲବୀ କୁ ଏହି ସବୁ ର ପ୍ରତିକ୍ରିୟା ମାଗିବାରୁ ସେ ରୋକ ଠୋକ ମନା କରିଦେଇଥିଲେ | ଚାଷୀ ଓ ମଇଦଲପୁର ଲ୍ୟାମ୍ଫ ନିର୍ଦେଶକ ଶ୍ରୀକାନ୍ତ ମିଶ୍ର ଦାବି କରିଛନ୍ତି ଏହାର ତଦନ୍ତ କରି ଯଥା ଶୀଘ୍ର ପଦକ୍ଷେପ ନିଆଯାଉ, ବିଗତ ଦିନରେ କୋଡ଼ିଙ୍ଗା ଅଞ୍ଚଳର ଚାଷି ଙ୍କ ଧାନ ବିକ୍ରି ଟଙ୍କା ଆକାଉଣ୍ଟର ଗାଏବ ହେବା ପରେ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଆକଉଣ୍ଟ କୁ ପୁଣି ଟଙ୍କା ଫେରି ଆସିଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସାଧନା ପଣ୍ଡା ଙ୍କ କବିତା ବଡ ଦେଉଳିଆ ଠାକୁର 

Sunil Chandra Nayak

ଲଗାଣ ବର୍ଷା ରେ ରାସ୍ତା ବ୍ରିଜ ଜଳ ମୟ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ଚକଡ଼ା ରୋଗପୋକ ରେ କ୍ଷତିଗ୍ରସ୍ତ ଚାଷୀ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷତିପୂରଣ ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort