ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ନୀତି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ଗଣଧାରଣା

ଏସିଆର ଦ୍ଵିତୀୟ ସର୍ବ ବୃହତ ଜଳବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରଶ୍ନ ଉଠାଇଛି । କିନ୍ତୁ ସବୁ ପ୍ରୟାସ ନିଷ୍ପ୍ରଭ ହୋଇ ଯାଇଛି । ରାଜ୍ୟ ସରକାର କିମ୍ଭା ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି । ଏନେଇ ଆମ ଆଦମୀ ପାର୍ଟି ଦ୍ୱାରା ସ୍ୱରୋତ୍ତୋଳନ ତୀବ୍ର କରାଯାଇଛି । ଗତ ୧୮ତାରିଖ ଠାରୁ ପାର୍ଟିର ବରିଷ୍ଠ ନେତା ମାନେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ମଙ୍ଗଳପୁର ସ୍ଥିତ ବ୍ୟାରେଜ ଠାରେ ଗଣଧାରଣାରେ ବସିଛନ୍ତି । ଦୁଇଜଣ ଅଧିକ୍ଷଣ ଯନ୍ତ୍ରୀ ଆସି ସରକାରଙ୍କ ପକ୍ଷରୁ ଧାରଣାକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ କିନ୍ତୁ ସମାଧାନ ହୋଇନଥିବାରୁ ଧାରଣା କ୍ରମାଗତ ଚାଲିଛି । ଏହି ଧାରଣାରେ ଆଜି ଜିଲ୍ଲା ଆପ୍ ଆବାହକ ବିଘ୍ନରାଜ ପଣ୍ଡା, ବରିଷ୍ଠ ନେତା ଲକ୍ଷ୍ମୀନାରାୟଣ ପଣ୍ଡା, ବରିଷ୍ଠ ସଦସ୍ୟ ସୁରେଶ ସଂଗ୍ରାମ, ଜୟପାଟଣା ବ୍ଲକ ଆବାହକ ପ୍ରସନ୍ନ ସାହୁ, ବ୍ଲକ ଉପସଭାପତି ଚିନ୍ତାମଣି କୁମାର, ବ୍ଲକ ଯୁବ ଉପସଭାପତି ହେମନ୍ତ କୁମାର ସାହୁ, ସକ୍ରିୟ ସଦସ୍ୟ ସାହିଦ୍ ଖାନ୍ ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି । ଆଗକୁ ପ୍ରଶାସନ ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

ବିଜେପି ପ୍ରାର୍ଥୀନୀ ସୋନିଆ ଜୈନ ଜିତିଲେ ଖରୀଆର ରୋଡ ପୌର ପରିଷଦ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ଶିବିର :୧୨୧ ଜଣଙ୍କୁ ମିଳିଲା ପ୍ରମାଣପତ୍ର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort