ଛାଇ
____*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥
୩୧) କ୍ରୋଧର ଆରମ୍ଭ ନିର୍ବୋଧତା ରୁ
ଅନୁତାପେ ହୁଏ ଶେଷ
କ୍ରୋଧ ଯେ ଅଟଇ ମହାବିପତ୍ତି
ଦୋଷୀ ହୁଏ ନିଜ ଦୋଷ ।
୩୨) ଅନ୍ୟ ଜୁ ଘୃଣା କରିବା ଛାଡ଼
ନିଜକୁ ରଖି ଥାଅ ଯେ ଦୃଢ଼ ।
________
କୋଲନରା,ରାୟଗଡ଼ା ଜିଲ୍ଲା