ଜହ୍ନରାତି
________*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ଜହ୍ନରାତି ର କବିତା…
ଦେହ ଭର୍ତ୍ତି…ମନ ଭର୍ତ୍ତି…॥
୧୧) ମନ ହଜି ଯାଏ ତୁମରି ମନ ରେ
ବାଟ ଭୁଲି ଯାଏ ତୁମରି ଛନ୍ଦ ରେ ।
୧୨) ତୁମେ ଗମ୍ଭୀର ମୁଦ୍ରା ର ମନ ଛୁଆଁ ଚିଠି
ଫିଟି ପଡ଼ୁ ଥାଏ ପୁଣି ପଡ଼ୁ ଥାଏ ଗଣ୍ଠି !
_________
କୋଲନରା,ରାୟଗଡ଼ା ଜିଲ୍ଲା