ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ହର ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭା ରେ କଲେଜ ର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ, ଅଧ୍ୟାପକ ଲମ୍ବୋଦର ସାହୁକାର, ଅଧ୍ୟାପକ ପ୍ରସନ୍ନ ବେହେରା, ଅଧ୍ୟାପିକା ଜ୍ୟୋତିମାଳା ରାଉତ, ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ, କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ରୀଡା ଶିକ୍ଷକ ରାଜ କିଶୋର ରଣା ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନେ କିଭଳି ନିଜକୁ ସୁରକ୍ଷିତ କରିପାରିବେ ଓ ଏଥିପାଇଁ ସେମାନଙ୍କ ଉଦ୍ୟମ ର ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ । ତେବେ ଏହି ପ୍ରଶିକ୍ଷଣ ଶିବିର ଟି ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ କିଶୋର ରଣା ସୂଚନା ଦେଇଛନ୍ତି ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାବା କ୍ଷେତ୍ରପାଳ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ହାଇଦରାବାଦ ମାରଥାନରେ ଚିତ ରଂଜନ ପାତ୍ରଙ୍କ ବାଜିମାତ 

Sunil Chandra Nayak

ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲା ଉଦଯାପିତ:କୋଟପାଡ ଦଳ ୱିନର ଓ କୁମୁଲିପୁଟ ଦଳ ରନର୍ 

masiha

Leave a Comment

error: Content is protected !!