ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ତମ ପ୍ରତିଷ୍ଠା ପାଳନ

ନର୍ଲା (ମସିହା)ନର୍ଲା ବ୍ଳକ ରୁପ୍ରା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ତମ ପ୍ରତିଷ୍ଠା ପାଳନ ହୋଇଯାଇଛି। ଅରବିନ୍ଦ ପାଠଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ଯୋଗଦେଇ ଯୋଗଯନ୍ମା ପୁରୁଷ ଶ୍ରୀ ଅରବିନ୍ଦଙ୍କ ଆଦର୍ଶ ଓ ଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ବ୍ରଜ କିଶୋର ବେହେରା, ଶ୍ରୀମତୀ ମାଲବିକା ପାଢୀ ଯୋଗ ଦେଇଥିଲେ। ଶେଷରେ ବିଦ୍ୟାଳୟ ସମ୍ପାଦକ ବିଜୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ମନେରଗା ରାସ୍ତା କାମରେ ଦୁର୍ନୀତି ନିମ୍ନ ମାନର ରାସ୍ତା ରେ ଧାନ ଲଗେଇ ପ୍ରତିବାଦ କଲେ ଗ୍ରାମବାସୀ

Sunil Chandra Nayak

ଗାଧୋଇବା ସମୟରେ କୋଏଲ ନଦୀରେ ଯୁବକ ବୁଡ଼ିଗଲେ

ସାମାଜିକ ସଂଗଠନ ପକ୍ଷରୁ ଗାୟକ କୈବଲ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ସାହୁଙ୍କୁ ସମ୍ବର୍ଧନା

masiha

Leave a Comment

error: Content is protected !!