Uncategorizedଜହ୍ନ ରାତି by Sunil Chandra NayakFebruary 11, 20220184 Share0 ଜହ୍ନରାତି >>>>> *ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ ଜହ୍ନରାତି ର କବିତା… ଦେହ ଭର୍ତ୍ତି…ମନ ଭର୍ତ୍ତି...॥ ୧୭) ଅଳସୀ କ୍ଷେତ ର ରଙ୍ଗ ଦେହ ରେ ଦେହ ରେ ମନ ର ମିରିଗ ସେଠି ନାଚି ନାଚି ଯାଏ _ ୧୮)ଆଦିମ ମନ୍ତ୍ରେ ଭରା ତନୁ ଭର୍ତ୍ତି ହେଇଚି କେତେ ମହୁ ! ______ କୋଲନରା,ରାୟଗଡ଼ା ଜିଲ୍ଲା