ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ତିନୋଟି ପ୍ରସଙ୍ଗ ସମାଧାନ ପାଇଁ ଦାବୀ :ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ରାଜରାସ୍ତାକୁ ଓହ୍ଲାଇବ

ତେନ୍ତୁଳିଖୁଣ୍ଟି ୧୭/୦୧/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ବ୍ଲକ ପ୍ରଶାସନ ଏକ ପ୍ରକାର ସ୍ଥାଣୁ ପାଲଟିଛି ,ସର୍ବନିମ୍ନ ସମସ୍ୟା ସମାଧାନ ଦାବିରେ ତେନ୍ତୁଳିଖୁଣ୍ଟି ସଦର ର ଲଦୀପଦର ,ହତିପକନା,ବରଡା ଝୋଡ଼ି ଗ୍ରାମ ବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ସତ୍ତ୍ୱେ ସେମାନଙ୍କ ଦାବୀକୁ ବ୍ଲକ କର୍ତ୍ତୃପକ୍ଷ ଅଣଦେଖା କରି ଆସୁଛି। ଭୋଟ ବର୍ଜନ ଭଳି ପଦକ୍ଷେପ ନେବା ଓ ନିର୍ବାଚନ ଶେଷ ହୋଇ ଦଶ ମାସ ବିତିବାକୁ ବସିଥିଲେ ମଧ୍ୟ ସେମାନଙ୍କ ଦାବୀ କୁ ପ୍ରଶାସନ ର ଅଣଦେଖା କୁ କଂଗ୍ରେସ ଦଳ ବରଦାସ୍ତ କରିବନି । ସବୁଦିନିଆ ରାସ୍ତା ,ପାନୀୟ ଜଳ ସୁବିଧା ତଥା ଘର ଡିହ ଓ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦିଗରେ ପନ୍ଦର ଦିନ ମଧ୍ୟରେ ଠୋସ ପଦକ୍ଷେପ ନିଆ ନଗଲେ ବ୍ଲକ କଂଗ୍ରେସ କମିଟି ରା ଜ ରାସ୍ତା କୁ ଓହ୍ଲାଇବ ବୋଲି ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଦିଗି ଗ୍ରାମ ପଞ୍ଚାୟତ ର ଚର।ମୂଳା ଠାରେ ଘର ପିଛା ମାତ୍ର ପନ୍ଦର ହଜାର ଟଙ୍କା ବ୍ୟୟ କରି ଇନ୍ଦିରା କଲୋନୀ 1998 ରେ କରି ହିତାଧିକାରୀ ଙ୍କୁ ଦିଆ ଯାଇଥିଲା, ଦୀର୍ଘ ବର୍ଷ ବିତିଗଲାଣି ,ଘର ଗୁଡିକ ନଷ୍ଟ ହୋଇଯିବାକୁ ବସିଲାଣି ଅଥଚ ସେହି ହିତାଧିକାରୀ ଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ମିଳିନି,ବର୍ତ୍ତମାନ ଜାରି ତାଲିକା ରେ ମଧ୍ୟ ସେମାନଙ୍କ ନାମ ନଥିବା ଉଦବେଗ ବିଷୟ ବୋଲି ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗ ରତ୍ନାମ୍ମା କହିଛନ୍ତି। ଏହାକୁ ରାଜନୈତିକ ଦୂରଭିସନ୍ଧି ବୋଲି କହିଛନ୍ତି। ସେମାନଙ୍କୁ ପ୍ରାଥମିକତା ଭିତ୍ତି ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଘର ନ ଯୋଗାଇଲେ ଦଳ ରାଜରାସ୍ତା କୁ ଓହ୍ଲାଇ ବ ବୋଲି ଚେତାବନୀ ଦେଇଛନ୍ତି। ଅଁଳାଭଟ୍ଟା ଗ୍ରାମ ପଞ୍ଚାୟତ ର 1503 ହିତାଧିକାରୀ ଙ୍କ ଚାରି ମାସ ର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ର 872 କ୍ୱିଣ୍ଟାଲ ଚାଉଳ ହଡ଼ପ ହୋଇ ଛଅ ମାସ ବିତିବାକୁ ବସିଲାଣି ଅଥଚ ନା ଚାଉଳ ମିଳିଲା ,ନା ହିତାଧିକାରୀ ଙ୍କୁ ଚାରି ମାସର ଚାଉଳ ମିଳିଲା ,ନା ହଡ଼ପ କାରୀ କୁଧରିଲା ,ନା ଆଖିଦୃଶିଆ ତଦନ୍ତ କରାଗଲା । ଏଣୁ ପନ୍ଦର ଦିନ ମଧ୍ୟରେ 1503 ହିତାଧିକାରୀ ଙ୍କ ଚାରି ମାସ ର ହକ ପ୍ରଦାନ କରାନଗଲେବ୍ଲକ କଂଗ୍ରେସ ଆନ୍ଦୋଳନ କୁ ଓହ୍ଲାଇବ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବ ବୋଲି ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ତଥା ସମିତି ସଭ୍ୟ ଦିଲିପ ପ୍ରଧାନୀ କହିଛନ୍ତି। ଦୁଇ ବର୍ଷ ବିତିନି ଅଥଚ ନିମ୍ନମାନର କାର୍ଯ୍ୟ ଯୋଗୁଁ ପାତ୍ର ପୁଟ ହିର୍ମୀ ମୁଣ୍ଡା ପିଚୁ ରାସ୍ତ। ଖରାପ ହୋଇ ଗଲାଣି। ଏଣୁ ତୁରନ୍ତ ରାସ୍ତା ମରାମତି କରିବା ସହ ନିମ୍ନ ମାନର କାମ ପାଇଁ ଦାୟୀ ଅଧିକାରୀ ଓ ଠିକାଦାର ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ଦାବୀ କରିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପର ଠାରୁ ତେନ୍ତୁଳିଖୁଣ୍ଟି ବ୍ଲକ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି ,ତହସିଲ ବ୍ଲକ କେଉଁଠି ବି ଅଧିକାରୀଙ୍କୁ ଅଫିସ ସମୟରେ ଜନତା ମିଶି ପାରୁ ନାହାନ୍ତି ବୋଲି ମଧ୍ୟ ଖବରଦାତା ସମ୍ମିଳନୀରେ ପ୍ରସଙ୍ଗ ଉଠିଥିଲା।ଆଗାମୀ ଦିନରେ କଂଗ୍ରେସ ଦଳ ରାଜ ରା଼ସ୍ତାରେ ଓହ୍ଲାଇ ଜନତା ଙ୍କ ସମସ୍ୟା ସମାଧାନ କରିବ ବୋଲି କିଶୋର ସିଂ କହିଛନ୍ତି। ପ୍ରଚାର ସର୍ବସ୍ୱ ପ୍ରଶାସନ ର ମୁଖା ଦଳ ଖୋଲିବ ବୋଲି ବସନ୍ତ ପାଣିଗ୍ରାହୀ କହିଥିଲେ। ବର୍ତ୍ତମାନ ଜାରୀ ପ୍ରଧାନ ଆବାସ ଯୋଜନା ପାଇଁ ତାଲିକାରେ ବହୁ ଯୋଗ୍ୟ।ହିତାଧିକାରୀ ଙ୍କ ନାମ ନଥିବା ବେଳେ ଅଯୋଗ୍ୟତା ପାଇଁ ଜାରୀ ତାଲିକା ବହୁ ହିତାଧିକାରୀ ଙ୍କ ନାମ ବାଦ ପଡିବା ଭଳି ହେବ ବୋଲି କହିଛନ୍ତି ଉପସ୍ଥିତ କଂଗ୍ରେସ ନେତାମାନେ। ଆଜିର ଖବରଦାତା ସମ୍ମିଳନୀ ହଲଦୀପଦର ଠାରେ ହୋଇଥିଲା। ଏଥିରେ ସୁନୀଲ ସିଂ ,ଅଜୟ ହିଆଲ ,ପ୍ରମୁଖ ବ୍ଲକ ସ୍ତରୀୟ ନେତା ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନ ଜାଗରଣ ସଭା: ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଯୋଗ ଦେବେ

masiha

ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ସ୍ଥିତି ତଦାରଖ କଲେ ଅଧିକାରୀ

masiha

କେସିଙ୍ଗା ରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort