ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦବା ଇଣ୍ଡିଆ ମେଡିସିନ୍ ଷ୍ଟୋର ଉଦଘାଟିତ

କାମାକ୍ଷାନଗର -(ମନିସ )୦୯/୦୨_ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରବ୍ଲକ ରେ ଗତ କାଲି ସକାଳ ୧0:୩0ମିନିଟି ରେ ଦବା ଇଣ୍ଡିଆ ମେଡିସିନି ଷ୍ଟୋରଟି ଶୁଭ ଆରମ୍ଭ ହୋଇ ଯାଇଛି l ସବୁଠାରୁ ବଡ଼ କଥା ହେଲା ଏହି କି ଯେ ଏ ମେଡିସିନି ଟି ସମ୍ପୂର୍ଣ ଭାବରେ ଜେନେରିକ ମେଡ଼ିସିନ ଓ ସମ୍ପୂର୍ଣ ରୋଗ କୁ ତୁରନ୍ତ ଭଲ କରିପାରେ ମେଡିସିନି ଟି ରାମ ବାଣ ସଦୃଶ ଅଟେ lଏ ମେଡିସିନି ଟି ସାଧାରଣ ଜନତା ଙ୍କ ଠୁ ଆରମ୍ଭ କରି ଗରିବ ଲୋକଟିଏ ସହଜ ରେ କିଣି ପାରିବେ ଅନ୍ୟ ମେଡିସିନି ଠାରୁ ଏହା ର ମୂଲ୍ୟ ବହୁତ କମ ଥିବାରୁ ସମସ୍ତେ ନେଇ ରୋଗ ନିରାକରଣ କରିପାରିବେ l ଦବା ଇଣ୍ଡିଆ ମେଡିସିନି ଷ୍ଟୋର ସମଗ୍ର ଭାରତ ବର୍ଷ ରେ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ରେ ଏହା କୁ ମିଶାଇ ଦୁଇ ଗୋଟି ହୋଇଛି ଏହା ସମ୍ଭବ ହୋଇ ପାରିଛି କେବଳ ରବିନାରାୟଣ ସାହୁ ଙ୍କ ପ୍ରଚେଷ୍ଟା ବଳରେ l ତାଙ୍କ ର ମୂଳ ଲକ୍ଷ୍ୟ ଗରିବ ନିରହ ଲୋକ ମାନେ କିପରି କମ ଦାମ ରେ ମେଡିସିନି ପାଇ ପାରିବେ ଓ ଏହା କୋଣସି ଲାଭ ଜନକ କରିବା ପାଇଁ ନୁହେଁ କେବଳ ଜନ ସେବା ପାଇଁ ଉଦ୍ଧିଷ୍ଟ ବୋଲି କହିଛନ୍ତି lଏହା ସମଗ୍ର ଅଂଚଳ ବାସି ଙ୍କ ପାଇଁ ଏକ ଖୁସି ଖବର ଓ ଏହି ମେଡିସିନି ଷ୍ଟୋର ଟି ଖୋଲିବା ଫଳରେ ବୁଦ୍ଧିଜୀବି ମହଲରେ ବେଶ ପ୍ରଶଂସା କରାଯାଉଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଆର୍ଯ୍ୟମାନଙ୍କ ସଫଳତା

masiha

ଅନୁଷ୍ଠିତ ହେଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ଦିବ୍ୟାଙ୍ଗ ହେଲେ ମଧ୍ୟ ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ସୁନା ଝିଅ ପାୟଲ ନାଗ  

Sunil Chandra Nayak

Leave a Comment

error: Content is protected !!