ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ବାଚନ ଆଚରଣ ଉଲଂଘନ କରି ମାଛ ବଣ୍ଟନ । ସବୁ ପ୍ରମାଣ ଥାଇ ପ୍ରଶାସନ ଓ ପୋଲିସ ନିରବ ଦ୍ରଷ୍ଟା

ଆସନ୍ତା କାଲି ଭୋଟ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରଚାର ବନ୍ଦ ରହିଛି ହେଲେ ସରପଞ୍ଚ ପାର୍ଥିନୀ ଙ୍କ ସମର୍ଥକ ମାନେ ଗାଁକୁ ଯାଇ ପ୍ରଚାର କରିବା ସହ ଲୋକଙ୍କୁ ମାଛ ଦେଇ ଆକୃଷ୍ଟ କରୁଥିବା ଘଟଣା ଚର୍ଚ୍ଚା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡା ପଂଚାୟତ ଖଇରପଦର ଗାଁ ରେ ଚର୍ଚ୍ଚା ଜୋର ଧରିଛି । ହେଲେ ସବୁ ପ୍ରମାଣ ଥାଇ ପ୍ରଶାସନ ମାଛ ସହ ମାଛ ବାଣ୍ଟୁଥିବା ଲୋକ ଙ୍କୁ ଛାଡ଼ିଦେବା ହାସ୍ୟାସ୍ପଦ କଥା । ଏହାକୁ ନେଇ ସାଧାରଣ ଭୋଟର ମାନଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁସାରେ

ନୂଆପଡା ଜିଲ୍ଲା ଖଡିଆଳ ଥାନା ଚିନ୍ଦାଗୁଡା ପଂଚାୟତ ର ଖଇରପଦର ଗାଁ ରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି, ଭୋଟ ପାଇଁ ମାଛ ବଣ୍ଟନ କରୁଥିବା ସମୟ ରେ କିଛି ଗ୍ରାମବାସୀ ବିରୋଧ କରି ମାଛ ବଣ୍ଟନକାରୀ ସହ ମାଛ ପେଟି କୁ ଜବତ କରିଥିଲେ, ଆଜି ରାତ୍ରି ପ୍ରାୟ ଆଠ ଘଣ୍ଟା ସମୟ ରେ ଚିନ୍ଦାଗୁଡା ପଂଚାୟତ ଖଇରପଦର ଗାଁ ରେ ମାଛ ଛାପ ରେ ପ୍ରତିଦ୍ବନ୍ଦିତା କରୁଥିବା ସରପଂଚ ପ୍ରାର୍ଥିନୀ ଙ୍କ ସମର୍ଥକ ମାନେ ଆସନ୍ତାକାଳି ଭୋଟ ଦେବା ପାଇଁ ଭୋଟର ମାନଙ୍କୁ ଆଜି ରାତ୍ରି ସମୟ ରେ ଖଇରପଦର ଗାଁ ରେ ମାଛ ବାଣ୍ଟୁଥିଲେ,ଏହାକୁ ଦେଖି ଖଇରପଦର ଗାଁ ର ଲୋକମାନେ ବିରୋଧ କରି ଛଅ ପେଟି ମାଛ କୁ ଅଟକେଇ ଥିଲେ ଓ ଖଡିଆଳ ପୋଲିସ କୁ ଜଣାଇଥିଲେ, ଖଡିଆଳ ଏସଡିପିଓ ସନ୍ଥକ ଜେନା ଅତିରିକ୍ତ ତହସିଲଦାର ଭୁପିନ୍ଦର ସିଂ ସହ ବହୁ ସଂଖ୍ୟା ରେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ, ହେଲେ ବିଡମ୍ବନା ର ବିଷୟ ମାଛ ର ପ୍ରମାଣ ଥାଇ ମଧ୍ୟ ପୋଲିସ ପ୍ରଶାସନ ମାଛ ସହ ବଣ୍ଟନକାରୀ କୁ ଛାଡି ଦେଇଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସମ୍ବନ୍ଦ ରେ ଅତିରିକ୍ତ ତହସିଲଦାର ତଥା ପୋଲିସ ଏସଡିପିଓ ଙ୍କୁ ପଚାରିବାରେ ତଦନ୍ତ ଚାଲିଥିବା କହିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ଜଣାଣ ଜୟ ଜଗନ୍ନାଥ

Sunil Chandra Nayak

ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort