ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

ବନ୍ଧୁଗାଁ ତା ୫/୩/୨୩ ଆଜି ବନ୍ଧୁଗାଁ ବ୍ଲକର ସମସ୍ତ ଏଏନଏମ ଓ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ଵାରା ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଯୁବତୀ, କିଶୋରୀ ଓ ସ୍କୁଲ ଛାତ୍ରୀ ମାନଙ୍କୁ ନେଇ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ବାଉଁଶପୁଟ ଏଏନଏମ୍ ଗୀତାଞ୍ଜଳି ମହାନ୍ତି ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଭାଗ ନେଇଥିବା ଯୁବତୀ କିଶୋରୀ ଓ ସ୍କୁଲ ଛାତ୍ରୀ ମାନଙ୍କ ସାଇକେଲ ଯାତ୍ରାରେ ଭାଗ ନେଇଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

ଚକୋଟିଆ ଭୁଞ୍ଜିଆ ଜନଜାତି ଙ୍କୁ ବନାଞ୍ଚଳ ରେ ବସତି ଜମି ର ଅଧିକାର ମିଳିଲା 

masiha

ଟୁନା ପଣ୍ଡାଙ୍କ ନିମନ୍ତେ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!