ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ

ବାଲେଶ୍ଵର,୨୯/୩/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁରରେ ଘଟିଛି ଘଟଣା । ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ଯଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା, ଯାହା ଦେଖଣାହାରୀ ତଥା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ଆଜି(୨୯/୩/୨୦୨୩) ସକାଳେ ବିଲ ମଝିରେ କୁନି ସିଂ(ପ୍ରାୟ ୪୫) ମୃତ ଦେହକୁ କେହିଜଣେ ଦେଖିଲା ପରେ ଖବର ପ୍ରସାରିତ ହୋଇଥିଲା । ଖବରଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଅତ୍ଯଧିକ ମଦ୍ୟପାନ ହେତୁ ଝଗଡା ଓ ପରେ ଏଭଳି ଘଟଣା ଘଟିଥିବାର ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭିଣେଇ କୁ ଶଳା ହତ୍ୟା କରିବା ଘଟଣା, ହତ୍ୟାରେ ବ୍ୟବହୃତ ଘାଗଡା ଜବତ ଶଳା ଗିରଫ 

masiha

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

Sunil Chandra Nayak

ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Leave a Comment

error: Content is protected !!