ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପରିଷଦ ନିର୍ବାଚନରେ ବିପୁଳ ସମର୍ଥନ ଯୋଗୁଁ ବିଜେଡ଼ି ର ପ୍ରେସ ମିଟ

    ଭବାନିପାଟଣା – ମ ନି ସ –   କଳାହାଣ୍ଡି ରେ ବିଜେଡି ର ବିଜୟ କୁ ନେଇ ଆଜି ଏକ ସାମ୍ବାଦିକ ସମିଳନୀ  ଅନୁଷ୍ଠିତ ହୋଇ ଯାଇଛି।  ଏହି ସମିଳନୀ ରେ ଗୃହ ରାଷ୍ଟ୍ର ତଥା ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର , ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ,ନର୍ଲା ବିଧାୟକ ଭୂପେନ୍ଦ୍ର ସିଂ , ଧର୍ମଗଡ ବିଧାୟକ ମସୁଧି ବାଗ , ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ , ପ୍ରମୁଖ ଯୋଗଦେଇ ଥିଲେ ।ଏଥିରେ   ଭବାନୀପାଟଣା ର ବିଜେପି ଦଳ ର ପୂର୍ବତନ କାଉଁ ସିଲର ବିଷ୍ଣୁ ପ୍ରଧାନ ଆଜି ବିନେଡି ଦଳ ରେ ସାମିଲ ହୋଇଛନ୍ତି । ଜିଲ୍ଲାର 13 ଗୋଟି ବ୍ଲକ ରେ ରହିଛି 36 ଗୋଟି ଜିଲ୍ଲା ପରିଷଦ ଆସନ ସେଥି ମଧ୍ୟରୁ ବିଜେଡି 33 ବିକେପି 2 କଂଗ୍ରେସ 1 ଆସନ ପାଇ ଥିବା ବେଳେ ବିଜେଡି କୁ ବିପୁଳ ସମର୍ଥନ କୁ ନେଇ ବିଜେଡି ଶିବିର ସରଗରମ ଏଥର ବିଜେଡି ଜିଲ୍ଲା ରେ ଗଢ଼ିବ ଜିଲ୍ଲା ପରିଷଦ ତେଣୁ ଜିଲ୍ଲା ରେ ବିଜେଡି ମହଲ ରେ ଖୁସି ର ଲହରୀ। କିଶନ ଶର୍ମା ଙ୍କ ରିପୋର୍ଟ ।

Related posts

ଢେଙ୍କାନାଳ କଙ୍କଡାହାଡ ଛକରେ ଗୋରୁ ବୋଝେଇ ଗାଡି ଜବତ , ୨୦ ଗୋରୁ ଉଦ୍ଧାର , ଗୋଟିଏ ମୃତ , ଗାଡି ଛାଡି ଡ୍ରାଇଭର ଫେରାର

Sunil Chandra Nayak

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ପ୍ରେସକ୍ଳବ ଠାରେ ଦୁର୍ନୀତି ପ୍ରଗତି ପ୍ରତିବନ୍ଧକ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ଯାତ୍ରୀ ବାହି ବସ ଉପରେ ପଥର ମାଡ଼

Sunil Chandra Nayak

Leave a Comment

error: Content is protected !!