ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨ଟି ଚୋରି ବାଇକ୍ ଉଦ୍ଧାର, ୧ କୁ କୋର୍ଟ ଚାଲାଣ

ନୂଆପଡା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ମୋଟର ସାଇକେଲ ଚୋରି ହେଉଥିବା ନିତିଦିନିଆ ଘଟଣାରରେ ପରିଣତ ହେଉଥିବା ବେଳେ ଜଣେ ମୋଟର ସାଇକେଲ ଚୋରକୁ ଧରି ଦୁଇଟି ମୋଟର ସାଇକେଲ ଉଦ୍ଧାର କରିବା ସହିତ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି । ଖଡ଼ିଆଳ ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ଫେବୃଆରୀ ୨୩ ତାରିଖ ରାତ୍ରିରେ ତିରୁପତି ହାର୍ଡୱେର ଦୋକାନ ସମ୍ମୁଖରୁ ମୋଟର ସାଇକେଲ ଏଚଏଫ ଡିଲକ୍ସ ଓ ଡି ୨୬ ଇ ୮୯୩୦ ମୋଟର ସାଇକେଲ ଚୋରି ହୋଇ ଯାଇଥିଲା । ଏନେଇ ଖଡ଼ିଆଳ ଥାନାରେ ପରେଶ୍ୱର ମାଝୀ ଅଭିଯୋଗ କରିଥିଲେ । ସେହିପରି ଫେବ୍ରୁଆରୀ ୨୭ ତାରିଖରେ ଖଡ଼ିଆଳ ଭଣ୍ଡାରୀ ଛକ ଠାରୁ ଆଇନଜୀବୀ ଶଙ୍କର ପଣ୍ଡାଙ୍କ ପଲସର ଓ ଆର ୨୬ ଏ ୧୭୮୦ ମୋଟର ସାଇକେଲ ଚୋରି ହୋଇଯାଇଥିଲା । ଅଭିଯୋଗ ପରେ ଖଡ଼ିଆଳ ପୁଲିସ ଏସ ଆଇ ଦୁର୍ଗା ପ୍ରଶଦ ସାହୁ ତଦନ୍ତ ଆରମ୍ଭ କରିଥିଲେ ଓ ଅଜୟ ତାଣ୍ଡି, ଗ୍ରାମ ଦମାପଳା କୁ ଅଟକ ରଖି ପଚରାଉଚରା କାଳ ପରେ ଏଚ ଏଫ ଡିଲକ୍ସକୁ ନିଜେ ବ୍ୟବହାର କରୁଥିବା ବେଳେ ପୁଲସର କୁ ଅଭିନାଶ ପଣ୍ଡା, ଚିନ୍ଦ।ଗୁଡା ଙ୍କ ଠାରେ ଏକ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ । ଏନେଇ କେଶ ନ ୪୧/୨୨ ମାମଲା ରୁଜୁ କରି ମୋଟର ସାଇକେଲ କିଣିଥିବା ବ୍ୟକ୍ତିଙ୍କୁ ନୋଟିସ ଦେଇ ଛାଡିଥିବା ବେଳେ ଚୋରିରେ ସମ୍ପୃକ୍ତ ଥିବା ଅଜୟ ତାଣ୍ଡିଙ୍କୁ କେଶ ନଂ ୭୨/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା – ଉତ୍କଳେ ନାହିଁ ନେତା ଙ୍କ ପ୍ରୟୋଜନ

Sunil Chandra Nayak

ସୁଷମା ମଞ୍ଜରୀ ମିଶ୍ର ଙ୍କ କବିତା ଅନ୍ତଃ ସ୍ୱର 

Sunil Chandra Nayak

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort