ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨୦୨୨ ନିର୍ବାଚନରେ ବିଜୟୀ କଲମପୁର ବ୍ଳକର ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ଯ 

ଥୁଆମୂଳ ରାମପୁର:୩/୩– ମସୀହା:- ୨୦୨୨ ମସିହାରେ ତୃଣମୂଳ ସ୍ତରରେ ବିଭିନ୍ନ ପଦପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନିକଟତମ ପ୍ରାର୍ଥୀଙ୍କୁ ହରେଇ ବିଜୟୀ ହୋଇଥିବା କଲମପୁର ବ୍ଳକର ସରପଞ୍ଚ ଓ ସମିତି ସଭ୍ଯ ନାମ ଘୋଷଣା ହୋଇଥିବା ନିର୍ବାଚନ ଫଳାଫଳରୁ ଜଣାପଡିଛି ଯେ, କଲମପୁର ୧- ଜୋନର ବଡକୃଟୃ ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ଗଣେଷ ପଣ୍ତା ବିଜୟୀ ହୋଇଛନ୍ତି, ସମିତି ସଭ୍ଯ ପାଇଁ ବିକ୍ରମ କେଶରୀ ନାଏକ ଆସନ ହାସଲ କରିଛନ୍ତି, ବିଜମରା ଗ୍ରାମପଞ୍ଚାୟତ ପାଇଁ ସରପଞ୍ଚ ପଦରେ ବାଳକୃଷ୍ଣ ମାଝୀ ନେଇଛନ୍ତି, ସମିତି ସଭ୍ଯରେ ସୁଭାଙ୍ଗିନୀ ବେହେରା ହାତେଇଛନ୍ତି, କୋଟାଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ପାଇଁ ଚନ୍ଦନ କୁମାର ପଣ୍ତା ମନୋନୀତ ହୋଇଛନ୍ତି, ସେହିଭଳି ସମିତି ସଭ୍ଯରେ ରୁଦ୍ରପ୍ରସାଦ ମାଝୀ ନିର୍ବାଚିତ ହୋଇଛନ୍ତି, ମଣ୍ତଳ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରିୟଙ୍କା ଭୋଇ ଓ ସମିତି ସଭ୍ଯରେ ଚିନ୍ତା ମଣି ବେହେରାଙ୍କୁ ମିଳିଛି ଆସନ, ମୀନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଓ ସମିତି ସଭ୍ଯରେ ମୋତି ବିହାର ପାଇଛନ୍ତି, ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ ମାଝୀ ଓ ସମିତି ସଭ୍ଯ ବବୃବାହାନ ପୁଝାରୀଙ୍କୁ ଆସନ ମିଳିଛି,

କଲମପୁର ୨- ନମ୍ବର ଜୋନର ବନ୍ଧକନା ଗ୍ରାମପଞ୍ଚାୟତ ସରପଞ୍ଚରେ ହିମାଦ୍ରୀ ବାଗ, ସମିତି ସଭ୍ଯରେ ରୀନା ମାଝୀ ଆସନ ପାଇଛନ୍ତି, ଦେପୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ଟିଙ୍କଲ ପାତ୍ର ଓ ସମିତି ସଭ୍ଯରେ ବୁଦ୍ଧ ଭୋଇ ନିର୍ବାଚିତ ହୋଇଛନ୍ତି, ହାରାମାଲ ଗ୍ରାମପଞ୍ଚାୟତ ସରପଞ୍ଚ ପଦରେ ସୁଶିଲା ଦୁର୍ଗା ଓ ସମିତି ସଭ୍ଯ ପଦରେ କରୁଣା ବାଗ ଆସନ ପାଇଛନ୍ତି, କଲମପୁର ଗ୍ରାମପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ସୂର୍ଯ୍ଯ କାନ୍ତ ପଣ୍ତା ଓ ସମିତି ସଭ୍ଯ ଜ୍ଯୋତି ନାଏକ, ପଣ୍ତିଗାଁ ଗ୍ରାମପଞ୍ଚାୟତ ସରପଞ୍ଚ କବିତା ଜୈନ ପାଇଥିବା ବେଳେ ସମିତି ସଭ୍ଯରେ ଟିକେମଣି ହଂସ ପାଇଥିବା ଜଣାପଡିଛି, ତେବେ ନବନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ଯ ସେମାନେ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଛନ୍ତି,ହେଲେ ଏମାନେ ସର୍ବସାଧାରଣଙ୍କ ସେବାରେ କେଉଁ ଭଳି କାର୍ଯ୍ଯ କରିବେ ତାହା ଆଗତ ଭବିଷ୍ୟତ ରେ ହିଁ ଜଣାପଡିବ,

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜ୍ଞାନ ପ୍ରକାଶ ପରିବାର ତରଫରୁ ଅନୁଷ୍ଠିତ ବନ୍ଧୁମିଳନ ଓ କବିତା ପାଠ କାର୍ଯ୍ୟକ୍ରମରେ ମୋ ଅନୁଷ୍ଠାନ ସଭାପତି ଓ ସମୀକ୍ଷିକା 

Sunil Chandra Nayak

ନୂଆପଡା – ସଫଳ ଆମ୍ବ ଚାଷୀ

ଚିଚିଆ ଗ୍ରାମରେ ତ୍ରିନାଥ ମେଳା ମହୋତ୍ସବ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort