ନୂଆପଡା ସ୍ଥିତ ନ୍ୟାସନାଲ ହାଇସ୍କୁଲ ବୈଠକ ଗୢହରେ କବି ଭଵତୋଷ ଦାସ ଏବଂ ଆକାଂକ୍ଷା ପଟ୍ଟନାୟକଙ୍କ ରଚିତ ଇଂରାଜୀ କବିତା ସଂକଳନ ସିଜଲିଂ ସୋଲସ୍ ଉନ୍ମୋଚିତ ହୋଇ ଯାଇଛି । ଏହି ଉନ୍ମୋଚନ ଉତ୍ସବରେ ଇଂରାଜୀ ପ୍ରାଧ୍ୟାପକ ସାମୁଏଲ ଦାନୀ, କବି ପ୍ରବୋଧ ହୋତା,ନୂଆପଡା ବିଇଓ ହେମସାଗର ମହାନନ୍ଦ,ଆଇନଜୀବି ମୁରଲୀଧର ପଣ୍ତା,ଇଂରାଜୀ ପ୍ରାଧ୍ୟାପକ ସମରେନ୍ଦ୍ର ରଥ,ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ପୁସ୍ତକର ସମୀକ୍ଷା କରି ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post