ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ଙ୍କ ମାତୃ ବିୟୋଗ

ଭବାନୀପାଟଣା , ୫/୩ ( ) କଳାହାଣ୍ଡି ଜିଲ୍ଲା ସମାଜ ପ୍ରତିନିଧି ବିଜୟ ଦ୍ୱିବେଦୀ ଙ ମାଆ ଙ୍କ ର ବିୟୋଗ ହେବା ଖବର ସାରା ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦୀ ଙ୍କ ମାଆ ଛାୟାରାଣୀ ଦ୍ୱିବେଦୀ (୮୬) ବାର୍ଦ୍ଧକ୍ୟ ହେତୁ ଗତ କିଛି ଦିନ ହେଲା ଶଯ୍ୟାସାଇ ଥିଲେ । ଗତ ୪ ତାରିଖ ରାତି ପ୍ରାୟ ୩.୪୫ ମିନିଟ ସମୟରେ ଭବାନୀପାଟଣା ର ଓଡ଼ିଆ ବାଙ୍ଗିଟିପଡା ବାସଭବନରେ ଅକାଳ ବିୟୋଗ ହୋଇଯାଇ ଥିଲା ।ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡପୁଅ ବିଜୟ ଦ୍ୱିବେଦୀ , ବଡ ବହୁ ପୁଷ୍ପାଞ୍ଜଳି ଦ୍ୱିବେଦୀ ,ମଝିଆ ପୁଅ ଶରତ ଦ୍ୱିବେଦୀ ,ମଝିଆ ବହୁ କୁମୁ ଦ୍ୱିବେଦୀ , ଦୁଇ ନାତୁଣୀ ତଥା ବିଜୟ ଦ୍ୱିବେଦୀ ଙ୍କ ଝୀଅ ପ୍ରୀୟଦର୍ଶନୀ ଶତପଥୀ ଓ ଶୁଭଦର୍ଶନୀ ଦାଶ ,ବଡ ନାତୁଣୀ ଜ୍ୱାଇଁ ଅବିନାଶ ଶତପଥି ଓ ସାନ ନାତୁଣୀ ଜ୍ୱାଇଁ ଦ୍ୱିତୀକୃର୍ଷ ଦାଶ , ନାତୁଣୀ ସିଲି ,ନାତି ପପୁ ,ପଣନାତୀ ଅରମାନ ଶତପଥୂ ଓ ଦେବାନ୍ସ ଦାଶ ଏବଂ ବନ୍ଧୁ ବନ୍ଧାବ ଏବଂ ସାହିପଡିଶା ପ୍ରମ୍ମୁଖ ଉପସ୍ଥିତ ଥିଲେ । ଏହି ଖବର ପାଇ ୫ ତାରିଖ ସକାଳୁ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ , ଦେବୀ ପ୍ରାସଦ ସିନ୍ଦୁର ,ବରିଷ୍ଠ ଆଦିବାସୀ ନେତା ପରମା ନନ୍ଦ ମାଝୀ , ସମାଜସେବୀ ତଥା ବିଶିଷ୍ଠ ବ୍ୟବସାୟୀ ପ୍ରମୋଦ ଖମାରୀ , ରବିନ୍ଦ୍ର ପଟ୍ଟନାୟକ , କାର୍ତ୍ତିକ ପଣ୍ଡା , ସୁନିଲ କୁମାର ଉଦଗାତା ,ସନ୍ତୋଷ ପଟ୍ଟନାୟକ ,ଶ୍ରମିକ ନେତା କେଦାର ନାଥ ରଣା , ସରୋଜ ବାଗ ,ଆଇନଜୀବି ନିହାର ମିଶ୍ର ,ଶ୍ରୀକାନ୍ୟ ଚଲାନ , ଅନୁକୂଳ ସାହାଣୀ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର , ରଜନୀକାନ୍ତ ମିଶ୍ର ,ଅଜିତ ସିଂ ,ବିକାଶ ଖେମକା ଦୁଖିଶ୍ୟାମ ପ୍ରଧାନ , ଶାନ୍ତନୁ କୁମାର ବେହେରା , ସ୍ୱାଧିନ ପାତ୍ର , ଦେବେନ୍ଦ୍ର ବିଶି ,ରାଜ କୁମାର ସିଂ ଦେଓ ,ଲଲିତ କାନୁନଗୋ ,ମନ ପ୍ରଧାନ ,ଜସକେତନ ଧଙ୍ଗଡାମାଝୀ , ଅମିୟ ସାହୁ ,କମ୍ବୁପାଣୀ ମିଶ୍ର , ବିକାଶ ଷଡ଼ଙ୍ଗୀ ,ସନ୍ତୋଷ ସିଂଦେଓ ,ରଜତ ପଟ୍ଟନାୟକ,ରବିନ୍ଦ୍ର ମିଶ୍ର , ଲକ୍ଷ୍ୟ ଜ୍ୟୋତି ଜାଲ , ନିହାର ବେହେରା ,ପବିଣୀ ବେହେରା,ନରେନ୍ଦ୍ର କ୍ଷତି , ମୁକେଶ ଅଗ୍ରବାଲ , ପରେଶ ନାୟକ , ଶୁଭେନ ପଟ୍ଟନାୟକ ,ଜଜାତୀ ସିଂଦେଓ ସମେତ ଦଳମତନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ,ଆଇନଜୀବି ,ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ବିଜୟ ଦ୍ୱିବେଦୀ ଙ୍କ ବାସଭବନକୁ ଯାଇ ସ୍ୱର୍ଗତ ଛାୟାରାଣୀ ଙ୍କ ଶେଷ ଦର୍ଶନ କରିଥିଲେ । ଏକ ଶୋଭାଯାତ୍ରାରେ ପ୍ରଦେଶୀପଡା ସ୍ଥିତ ଶ୍ମସାନର ଅନ୍ତେଷ୍ଠିକ୍ରୀୟା ଅନୁଷ୍ଠିତ ହୋଇଥିଲା ।ବଡପୁଅ ବିଜୟ ମୁଖାଗ୍ନି ଦେଇ ଥିଲେ ।ତାଙ୍କ ର ଦେହାନ୍ତରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିହାର ,ଆସାମ ଓ ମିଜୋରାମ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ , ଗୃହ ରାଷ୍ଟମନ୍ତୀ ଦିବ୍ୟଶଙ୍କର ମିଶ୍ର , ବିଧାୟକ ଭୂପେନ୍ଦ୍ର ସିଂହ ,ବିଧାୟକ ମୌହଷଧି ବାଗ , ରାଜ୍ୟସଭା ସାଂସଦ ସୁଜିତ କୁମାର , ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତୀ ପୁଷ୍ପେନ୍ଦ୍ର ସିଂଦେଓ ,ଲୋକସଭା ସାଂସଦ ବସନ୍ତ ପଣ୍ଡା ,ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି , ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ,ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ମିଶ୍ର ,ପୂର୍ବତନ ବିଧାୟକ ଅନାମ ନାଏକ ଓ ଦୁଷ୍ମନ୍ତ ନାଏକ ,ରାଜ୍ୟ ଯୁବ ବିଜେଡି କାର୍ଯ୍ୟ କାରୀ ସଭାପତି ଅବିନାଶ ଠାକୁର , ଜେତେନ୍ଦ୍ର ମହାନ୍ତି ,ମଣ୍ଡୁ ନାଏକ , କଳାହାଣ୍ଡି ମିଶନଶକ୍ତି ସଭାନେତ୍ରୀ ସଂଯୁକ୍ତା ବେହେରା , ବିଜେପି ବରିଷ୍ଠ ନେତା ଭବେନ୍ଦ୍ର ମହାନ୍ତି , ଓକିଲ ସଂଘ ସଭାପତି ବଟ୍ଟ କୃଷ୍ଣ ଆଚାର୍ଯ୍ୟ ପ୍ରମ୍ମୁଖ ଶୋକପ୍ରକାଶ କରିଛନ୍ତି । ମ ନି ସ

Related posts

ଢେଙ୍କାନାଳ ପଲ୍ଲିଶ୍ରୀ ମେଳାରେ ଷ୍ଟେଟ୍ ବ୍ୟାଙ୍କ୍ ମୋବାଇଲ ଏଟିଏମ

Sunil Chandra Nayak

ସ୍ବରବ୍ରହ୍ମ ର ଭଜନ ସଂଧ୍ୟା

Sunil Chandra Nayak

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ୮ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort