ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠିତ

 ତେନ୍ତୁଳିଖୁଣ୍ଟି 23 /04 /23 -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଶିବପ୍ରସାଦ ଉଚ୍ଚ ବିଦ୍ୟାଳୟ ର ନୂତନ ପରି ଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଭିଭାବକ ଙ୍କ ଉପସ୍ଥିତ ରେ ସର୍ବସମ୍ମତି କ୍ରମେ ବିଦ୍ୟାଳୟ ଅଧକ୍ଷ ରୂପେ ରମେଶ ଚନ୍ଦ୍ର ପଣ୍ଡା, ଉପସଭାପତି ରୂପେ ସତ୍ୟନାରାୟଣ ବିଶୋଇ ଙ୍କୁ ଚୟନ କରାଯାଇଥିବା ବେଳେ ସଭ୍ୟ ରୂପେ ପ୍ରଶାନ୍ତ କୁମାର ପତି, ଦେବେନ୍ଦ୍ର ଗରଡା, ଓ ସୁବାସୀ ବିଶୋଇ ଙ୍କୁ ଚୟନ କରାଯାଇଛି!ଏହାକୁ ସମସ୍ତ ଅଭିଭାବକ ସ୍ୱାଗତ କରିଛନ୍ତି!

       ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମଞ୍ଚ, ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌‍, ଇଡ୍‌‍କୋର ପ୍ରତିନିଧି

masiha

ଗୋପାଳ ଙ୍କୁ ଆଣ୍ଠେଇବା ଘଟଣା :ବିଜେଡି ପ୍ରତିନିଧି ଦଳଙ୍କ ପୀଡିତଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ 

Leave a Comment

error: Content is protected !!