ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ୁମାଡଙ୍ଗର ଦଳ ହେଲା ସୋବାନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଚମ୍ଫିଆନ 

ଡ଼ୁମାଡଙ୍ଗର ଦଳ ହେଲା ସୋବାନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଚମ୍ଫିଆନ 

ବନ୍ଧୁଗାଁ ତା, ୨୧/୬/୨୪, ବନ୍ଧୁଗାଁ ତୋହସିଲ କାର୍ଯ୍ୟାଳୟ ସାମନ୍ନା ଠାରେ ୧୬ ଗୋଟି ଦଳକୁ ନେଇ ଗତ ତାରିଖରେ ସୋବାନା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା I ଶେଷ ତଥା ଫାଇନାଲ ମେଚର ବିଜୟ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ପରାଜୟ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଦିଆଯିବା ପାଇଁ ହୋଇଥିଲା I ଏଥିରେ ଆଜି ଡ଼ୁମା ଡଙ୍ଗର ଓ ସାନ ସରପଲି ମଧ୍ୟରେ ଫାଇନାଲ ମେଚ କେଳାଯିବା ପାଇଁ ଟଚ ପକାଯାଇଥିଲା I ଡ଼ୁମା ଡଙ୍ଗର ଦଳ ଟଚ ଜିତି ପ୍ରଥମେ ବେଟିଙ୍ଗ କରିବାର ନିଶ୍ଵତି ନେଇଥିଲେ I ଡ଼ୁମାଡ଼ଙ୍ଗର ଦଳ ପ୍ରଥମ ବେଟିଙ୍ଗ କରି ୧୫ ଓଭର ବିନି ମୟରେ ୯ ଉଇକେଟ ହରାଇ ୯୭ ରନ କରିଥିଲେ I ୯୮ ରନର ବିଜୟ ହାସଲ କରି ସରପଲି ଦଳ ଦ୍ୱିତୀୟ ଇନିଙ୍ଗ ଖେଳ ଖେଳିବା ପାଇଁ ଓଲାଇଥିଲେ ସାନ ସରପଲି ଦଳ ୧୩ ଓଭର ମଧ୍ୟରେ ସମସ୍ତ ଉଇକେଟ ହରାଇ ୮୯ ରନ କରିବାରେ ସୋକ୍ଷମ ହୋଇଥିଲେ I ଡ଼ୁମା ଡଙ୍ଗର ଦଳ ୮ ରନରେ ବିଜୟ ହୋଇ ଚଳିତ ବର୍ଷର ଚମ୍ଫିଆନ ହୋଇଥିବାର ଦେଖିବାକୁ ମିଳିଛି I ଡ଼ୁମା ଡଙ୍ଗର ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କୋରାଯାଇଥିଲା I ପରାଜୟ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କୋରାଯାଇଥିଲା I ମେନ ଅଫ ଦା ମେଚ ଦେବା ବାବୁ, ମେନ ଅଫ ଦା ସିରିଜ ରାଜେଶ, ଭଲ ବେଟସ ମେନ ଭାବରେ ରାଜେଶ, ଓ ଭଲ ବୋଲର ଭାବରେ ସୁଶାନ୍ତ ବାବୁ ପାଇଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସାକିଲାଡିହି- ବିକାଶ ନଗର ରାସ୍ତା ବିପର୍ଯ୍ୟସ୍ତ ନେଇ ସାମ୍ବାଦିକଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

masiha

ଜଟଣୀ ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!