ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମନପୁର ଠାରୁ ଦଶପୁର ରାସ୍ତା ପାଲଟିଛି ମରଣ ଯନ୍ତା

ଖାଲ ଖୁମା ରାସ୍ତାରେ ଗାଡି ଚଳାଇବା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ 

ଗୋଳାମୁଣ୍ଡା ତା ୨୫/୪ /ନିର୍ଭୟ, ନିରପେକ୍ଷ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଦଶପୁର ଠାରୁ ଚପରିଆ ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା କାମ ଚାଲୁଥିବା ବେଳେ ମନ୍ଥର ଗତିରେ କାମ ହେଉଥିବା ଲୋକଙ୍କ ଅଭିଯୋଗ ହେଉଛି । ରାସ୍ତା କାମଟି ଚପରିଆ ଠାରୁ ଧାମନପୁର ପର୍ଯ୍ୟନ୍ତ ଶେଷ ହେଇଥିବା ବେଳେ ଧାମନପୁର ଠାରୁ ଦଶପୁର ପର୍ଯ୍ୟନ୍ତ ରାସ୍ତା ମରଣ ଯନ୍ତା ପାଲଟିଛି । ରାସ୍ତାର ପିଚୁ ଉପାଡି ଦେଇ ନୂଆ ମେଟାଲ ରାସ୍ତାରେ ପଡୁଛି । ମେଟାଲ ଗୁଡିକୁ ମେସିନ ଦ୍ୱାରା ସମାନ୍ତର କରାଯାଉ ନ ଥିବାରୁ ବିକଟ ପରିସ୍ଥିତି ସୃଷ୍ଟି ହୋଇଛି  । ଏ ରାସ୍ତା ଦେଇ ଅନେକ ବାଇକ,ଚାରିଚକିଆ,ଓ ଭାରିଯାନ ଗୁଡିକ ଯିବା ଆସିବା କରୁଥିବା ବେଳେ ଅନେକ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏହି ରାସ୍ତାଟି ଜିଲ୍ଲା ଉପଖଣ୍ଡକୁ ସଂଯୋଗ ହୋଇଥିବାରୁ ଗୋଳାମୁଣ୍ଡା ବ୍ଲକର ଦୁଇ ତୃତୀୟାଂଶ ପଞ୍ଚାୟତର ଜନସାଧାରଣ ରାସ୍ତା ଉପରେ ନିର୍ଭର କରନ୍ତି । ଏହି ରାସ୍ତା ଏକ ମୁଖ୍ୟ ରାସ୍ତା କହିଲେ ଅତୁକ୍ତି ହେବ ନାହିଁ । ରାସ୍ତାରଖାଲ ଖୂମା ରେ ସାଧାରଣତ ବାଇକ ଚାଳକ ମାନେ ବେଶୀ ମାତ୍ରାରେ ଅସୁବିଧା ଭଗୁଥିବା ନେଇ ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏହି ରାସ୍ତାରେ ଯେତେ ଦୁର୍ଘଟଣା ହେଉଛି ଗ୍ରାମ୍ୟ ନିର୍ମାଣ ବିଭାଗ କିମ୍ବା ଠିକାଦାର ଦାୟୀ ରହିବେ କି ବୋଲି ଏକ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦୃଷ୍ଟି ଦେଇ ମେଟାଲ ଗୁଡିକୁ ମେସିନ ଦ୍ୱାରା ସମାନତା କରିବା ସହ ଶୀଘ୍ର କାମ ସାରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜିଲ୍ଲାପାଲ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ରେ ମେଡିକାଲ ଓ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି

masiha

କଳାହାଣ୍ଡି ଉତ୍ସବ ଘୁମୁରାର ପ୍ରସ୍ତୁତି ବୈଠକ ।ଜାନୁୟାରୀ ୧୪ରୁ କଳାହାଣ୍ଡି ଉତ୍ସବ ‘ଘୁମୁରା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort