ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଂଘ ପକ୍ଷରୁ ସ୍ବାଭିମାନ ଦିବସ ପାଳିତ

ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ସଂଘର ସମ୍ପାଦକ ବିଶ୍ଵରଞ୍ଜନ ମୁଣ୍ଡ ଙ୍କ ଅଧ୍ୟକ୍ଷତା ଏକ ସ୍ମୁତି ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାସ, ସମୀର ମୁଣ୍ଡ, ସନ୍ତୋଷ ମେହେର, ସୁବାସ ପାଣିଗ୍ରାହୀ,କୃପାସିନ୍ଧୁ ପଣ୍ଡା, ସୁମନ୍ତ ପଣ୍ଡା, କମଳିନୀ ରଥ, ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର, ଅଜିତ ସାହୁ, ପୂର୍ଣ୍ଣଚନ୍ଦ୍ର ନାଗ,ରାଜେନ୍ଦ୍ର ମୁନି ପ୍ରମୁଖ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ଵାଭିମାନୀ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୁତି ଚାରଣ କରିଥିଲେ। ମଧୁବାବୁଙ୍କ ଜୟନ୍ତୀକୁ କୁ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଥିବାରୁ ଏହାର ମାହାତ୍ମ୍ୟ ଉପରେ ଉପସ୍ଥିତ ଓକିଲ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

masiha

ନୂଆପଡା ଜିଲ୍ଲା ମିନିଷ୍ଟାଡିୟମ ଠାରେ ବିଶ୍ଵ ହକି ପାଇଁ ମିନି ମାରାଥନ ଦୌଡ଼

Sunil Chandra Nayak

ରାଇରଙ୍ଗପୁର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ‘ ପରିକ୍ରମା’ ତରଫରୁ ମେଧା ସମ୍ବର୍ଦ୍ଧନା

Leave a Comment

error: Content is protected !!