ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁଳି ଆଘାତ ରେ ରେ ଜଣେ ଆହତ :ଚିକିତ୍ସା ପାଇଁ ନବରଙ୍ଗପୁର ରେଫର 

 ତେନ୍ତୁଳିଖୁଣ୍ଟି -୧୯/୦୫/୨୩ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ଗ୍ରାମ ପଂଚାୟତ କୃଷ୍ଣ ଗୁଡା ର ଭଗବାନ ଗୌଡ଼ ପିତା ନନ୍ଦ ଗୌଡ଼ ନିଜ ସମ୍ପର୍କୀୟ ଘର ଦାନୀ ଗୁଡା ଆସି ଥିଲେ। ଆଜି ଅପରାହ୍ନ 3 ଟା ବେଳେ ଆମ୍ବ ଗୋଟାଇବାକୁ ପୂଜାରିଗୁଡା ଆମ୍ବତୋଟା କୁ ଯାଇଥିଲେ। ସେତେବେଳେ ବିଜୁଳି ମାଡ଼ ହୋଇଥିଲା ବିଜୁଳି ଆଘାତ ରେ ଭଗବାନ ଆହତ ହୋଇଛନ୍ତି । ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ଡାକ୍ତରଖାନା କୁ ରେଫର କରାଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅବସର କାଳୀନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ସଭା

ଡାବୁଗାଁ ରେ “ଏକ୍ ପେଡ୍ ମା କେ ନାମ” ସାମୁହିକ ବୃକ୍ଷ ରୋପଣ 

Sunil Chandra Nayak

ମାମୁଁ ଘର ବୁଲି ଆସି ପୋଖରୀରେ ପଡ଼ି ଶିଶୁ ମୃତ

masiha

Leave a Comment

error: Content is protected !!