ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟିର ସ୍ୱର ସମ୍ମାନ ରେ ସମ୍ମାନିତ ହେଲେ ଯୁବ କବି ରିକ୍ଷୀରାମ ମେହେର

ବେହେରା –  କୋକସରା ବ୍ଲକ ସାନପୋଡା ଗ୍ରାମର ଉଦ୍ୟମାନ ଯୁବକ ନୟାଗଡ଼ ଦଶପଲ୍ଲା ମାଟିର ସ୍ୱର ଏକ ସମର୍ପିତ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ତରଫରୁ ମାଟିର ସ୍ୱର ବାର୍ଷିକ ଉତ୍ସବରେ ସମ୍ମାନିତ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପଦ୍ମଶ୍ରୀ ହଳଧର ନାଗ ,ଏହି ବାର୍ଷିକ ଉସ୍ଛବରେ ଓଡ଼ିଶାର ଉଦାୟମାନ ପ୍ରତିଭା ଏବଂ ମାଟି ମାଁ ପାଇଁ ସଂଘର୍ଷ କରୁଥିବା ମାଟିର ମଣିଷ ମାନଙ୍କୁ ପଦ୍ମଶ୍ରୀ ବିଜେତା ପୂର୍ଣ୍ଣମାସୀ ଜାନୀ ଏବଂ ପଦ୍ମଶ୍ରୀ ବିଜେତା ହଳଧର ନାଗଙ୍କ କର କମଲରୁ ମାଟିର ସ୍ୱର ସମ୍ମାନ ରେ ସମ୍ମାନିତ କରାଯାଇଥିଲା , କଳାହାଣ୍ଡି ଜିଲ୍ଲାରୁ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ ପ୍ରତିଷ୍ଠାତା , କୋକସରା,ଉଦୟମାନ ଯୁବ କବି ଏବଂ ସମାଜ ସେବୀ ରିକ୍ଷୀରାମ ମେହେର ଙ୍କୁ ମାଟିର ସ୍ୱର ସମ୍ମାନରେ ସମ୍ମାନିତ କରାଯାଇଛି , ଏହି ସଫଳତା ପାଇଁ କୋକସରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । କାମେସ୍ ନାଗ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଦେବସେନା ପକ୍ଷରୁ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ କୁ ନେଇ ଥାନାରେ ଏତଲା

Sunil Chandra Nayak

ଓଡିଆ ବିକାଶ ମଞ୍ଚପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

Leave a Comment

error: Content is protected !!