ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଡ଼ନୀ ରୋଗରେ ଆକ୍ରାନ୍ତ ବିଜେଡି ନେତା ଶେଷ ନିଶ୍ୱାସ ଟ୍ୟାଗ କଲେ , ଅଞ୍ଚଲରେ ଗଭୀର ଶୋକ ର ଛାୟା

ବନ୍ଧୁଗାଁ ତା,୧୭/୬/୨୩ // ବନ୍ଧୁଗାଁ ବ୍ଲକ ନିଲାବାଡ଼ି ଗ୍ରାମର ମୁରଲି ନାଇକ ଆଜକୁ ୬ ମାସ ଧରି କିଡ଼ିନି ରୋଗର ଚିକିତ୍ସା ଚାଲିଥିଲା । ଆଜି ତାଙ୍କର ନିଜ ବାସ ଭବନ ଠାରେ ମୃତ୍ୟୁ ହୋଇଯାଇଛି । ତାଙ୍କ ପୁଅ ବିଏସଏଫ (BSF) ଯବାନ ଭାବେ ରହିଥିବା ବେଳେ ଝିଅ ବିବାହ ହୋଇଛନ୍ତି । ମୃତ୍ୟୁ ସମୟରେ ପାଖରେ ନିଜ ସ୍ତ୍ରୀ, ପୁତୁରା ରାଜୁ ନାଇକ ଓ ଭଣଜା ବୁନା ରାୟ ରହିଥିଲେ । ସେ (BJD) ଦଳରେ ୨୪ ବର୍ଷ ଧରି ଭଲ ପାଉଥିବା ଏକ ବରିଷ୍ଟ ଓ ସକ୍ରିୟ କର୍ମୀ ଥିଲେ । ସେ ଅତି ମେଲାପି ଥିବା ବେଳେ ଖୋଲା ହୃଦୟରେ କଥାବାର୍ତ୍ତା କରନ୍ତି । ତାଙ୍କର ମୃତ୍ୟୁ ପାଇଁ  ବନ୍ଧୁଗାଁ ବ୍ଲକର ଆଖ ପାଖ ଗ୍ରାମର ଲୋକେ ବିଜେଡି. କଂଗ୍ରେସ. ବିଜେପି ଓ ଅନ୍ୟାନ୍ୟ ଦଳର କର୍ମୀ ମାନେ ମଧ୍ୟ ଉପସ୍ଥିତ ସମସ୍ତେ ଦୁଃଖିତ ହେବା ସହିତ ତାଙ୍କର ଆମର ଆତ୍ମାର ସଦଗତି କାମନା ପାଇଁ ପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମା ମାଣିକେଶ୍ବରୀଙ୍କ ମନ୍ଦିର ପରିସରରେ ‘ମହୁରି’ର ଦେବାର୍ପଣ ଉତ୍ସବ

Sunil Chandra Nayak

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

ସାମୁହିକ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ପାଇଁ ସିନାପାଲିରେ ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!