ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

 ବନ୍ଧୁଗାଁ ତା ୬/୭/୨୩ // ଆଜି ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଇନ୍ ଚାର୍ଜ ପ୍ରଧାନ ଶିକ୍ଷକ ମଧୁସୂଦନ ବଡନାୟକଙ୍କ ଉପସ୍ଥିତିରେ ବନ ମହୋତ୍ସବ ପାଳନ ହୋଇଯାଇଛି । ବନ ମହୋତ୍ସବ ପାଳନ ଅବସରରେ ଜଙ୍ଗଲ ବିଭାଗ ଫରେଷ୍ଟର ଅଭୟ ବଦନ ବୋଇପାରି, ଇକୋ କ୍ଲବ ଇନ୍ ଚାର୍ଜ ସିମା କ୍ରିଶାନି, ଶିକ୍ଷକ ବାସୁ ଖରା, ଚନ୍ଦନ ନାୟକ, ଶ୍ରୀକାନ୍ତ ସଲୁରୁ, ଉର୍ଲମ ରାଇଡୁ, ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ ଓ ସରେନ୍ୟ ରେଡ୍ଡୀ ଓ ସ୍କୁଲର ନବମ ଓ ଦଶମ ଶ୍ରେଣୀର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥଲେ । ଏହି ଅବସରରେ ସ୍କୁଲ ଶିକ୍ଷକ ମାନେ ଛାତ୍ର ଛାତ୍ରୀଙ୍କୁ ବୃକ୍ଷ ରୋପଣ ଓ ଏହାର ଉପକାରିତା ସଂପର୍କରେ ଅବଗତ କରିବା ସହିତ ସ୍କୁଲ ପରିସର ମଧ୍ୟରେ ୫୦ ରୁ ଉର୍ଦ୍ଧ ଗଛ ଲଗାଇଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ କ୍ରୀଷ୍ଣ ମାଝୀ

Sunil Chandra Nayak

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!