ଗୁଣୁପୁର – ତା ୧୯/୦୩ ଗୁଣୁପୁର GIET ମହାବିଦ୍ୟାଳୟରେ ଖୁବ ଧୁମ୍ ଧାମରେ ପାଳିତ ହେଲା “ହୋଲି” ପର୍ଵ। କରୋନା ପାଇଁ ଦୁଇ ବର୍ଷ ହେଲା ହୋଲି ହେଇ ନଥିବା ଯୋଗୁଁ, ଏ ବର୍ଷ ଖୁବ ଆନନ୍ଦରେ ହୋଲି ଛାତ୍ର ଓ ଛାତ୍ରୀଙ୍କ ଦ୍ୱାରା ପାଳନ କରା ଯାଇଥିଲା । ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।
previous post
next post