ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ପାପଡାହାଣ୍ଡି,5/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଂଚଳିକ ସାଧନ କେନ୍ଦ୍ରର ଡୁମୁରି ପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସଡକ ସୁରକ୍ଷା ଜୀବନ ରକ୍ଷା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ସଚେତନତା କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ । ପ୍ରଧାନ ଶିକ୍ଷକ ନଲିନୀ ପ୍ରଭା, ସହକାରୀ ଶିକ୍ଷକ ମିନତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ କାର୍ଯ୍ୟକ୍ରମ ରେ ଯୋଗଦାନ କରି କୁନି ପିଲାଙ୍କୁ ଘରରୁ ବାପା ବାହାରକୁ ଗଲା ବେଳେ ହେଲମେଟ ପିନ୍ଧିବା ନେଇ ଅବଗତ କରାଇବା ଲାଗି କହିଥିଲେ | ପିଲାଙ୍କ ତରଫରୁ ବାପାଙ୍କ ଜୀବନ କୁ ସୁରକ୍ଷିତ ପାଇଁ ଛାତ୍ର ର କାର୍ଯ୍ୟ ଓ ଶିକ୍ଷକ ଏବଂ ଏହାର ଶିକ୍ଷାର ମହନୀୟତା ବୃଦ୍ଧି ବାବଦରେ ଆଲୋଚନା କରିଥିଲେ। ସମସ୍ତଙ୍କୁ ପ୍ରଧାନ ଶିକ୍ଷକ ଧନ୍ୟବାଦ ପ୍ରଦାନ କରି ସଭା ସମାପ୍ତ କରିଥିଲେ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ

Sunil Chandra Nayak

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

Sunil Chandra Nayak

ହୋଲିରେ ଅଘଟଣ   ହାତୀ ନଦୀରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ

masiha

Leave a Comment

error: Content is protected !!