ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିୟମଗିରି ସୁରକ୍ଷା ସମିତି ତରଫରୁ ବିଶ୍ବ ଆଦିବାସୀ ଦିବସ ପାଳିତ

ଲାଞ୍ଜିଗଡ଼,୦୯/୦୮(ମନିସ)-ନିୟମଗିରି ସୁରକ୍ଷା ସମିତି ତରଫରୁ ଆଜି ଲାଞ୍ଜିଗଡ଼ ନିକଟସ୍ଥ ଜଗନ୍ନାଥପୁରଠାରୁ ବହୁସଂଖ୍ୟକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରା ଲାଞ୍ଜିଗଡ଼ ବଜାରପଡ଼ିଆ ଯାଏଁ ଯାଇଥିଲା ! ସେଠାରେ ଏକ ସଭା ସହିତ ଆଦିବାସୀ, ମୂଳନିବାସୀ ଓ ଆଦିମ ଜନଜାତିଙ୍କ ହକ୍ ଓ ଅଧିକାରକୁ ନେଇ ଅତିଥିମାନେ ବକ୍ତବ୍ୟ ରଖିଥିଲେ ! ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକୋକାଙ୍କ ନେତ୍ରୁତ୍ବରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ସତ୍ୟ ମାହାରଙ୍କ ସମେତ ଦଧି ପୁଷିକା, ଡ୍ରେଞ୍ଜୋ ସିକୋକା ଏବଂ ବହୁ ସଂଖ୍ୟାରେ ଆଦିବାସୀ ଯୁବକଯୁବତୀ ଯୋଗଦେଇଥିଲେ ! ଏଇ ଶୋଭାଯାତ୍ରାକୁ ସମର୍ଥନ କରି ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସଂପାଦକ ବ୍ରିଟିଶ କୁମାରଙ୍କ ନେତ୍ରୁତ୍ବରେ ବହୁ ସମିତିର ବହୁ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ବ୍ଲକ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ର ନବବର୍ଷ 2023 ଅଭିନନ୍ଦନ ଓ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ପେନସନ ଗ୍ରାହୀ ସଙ୍ଘ ର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଲଡୁଗାଁ ଠାରେ କୃଷକ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!