ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟିଲା ପାଉଁଶ ବୋଝେଇ ଟ୍ରକ, ଚାଳକ ଗୁରୁତର

କାମାକ୍ଷାନଗର (ମନିସ )10/8/23 // ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗୋଡ଼ା ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛି ପାଉଁଶ ବୋଝେଇ ୧୨ ଚକିଆ ଟ୍ରକ। ସୂଚନା ରୁ ଜଣାପଡ଼ିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥ ଗୋଡା ଛକନିକଟରେ n.t.pc ଅନୁଗୁଳରୁ ପାଉଁଶ ନେଇ ଚଣ୍ଡୀଖୋଲ ଅଭିମୂଖେ ଯାଉଥିବା ଟ୍ରକ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ରାସ୍ତାତଳକୁ ଓଲଟିପଡିଥିଲା। ଡ୍ରାଇଭର ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନ ଗୋଷ୍ଠିସ୍ବାସ୍ଥକେନ୍ଦ୍ରରେ ଭର୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୀବନ ବୀମା ତରଫରୁ ୬୭ ତମ ବୀମା ସପ୍ତାହ ପାଳିତ ଅବସରରେ ଏକ ଅଂଶ ପରିବେଶ ସଫା ସୁତୁରା

masiha

ବାଙ୍ଗାଲୋରରେ ସିକ୍ଯୁରିଟି ଗାର୍ଡ ରୂପେ ନିୟୋଜିତ ରାଇରଙ୍ଗପୁର ଅଂଚଳର ଯୁବକର ସ୍ବାସ୍ଥ୍ୟ ଜନିତ ମୃତ୍ୟୁ           

Sunil Chandra Nayak

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

masiha

Leave a Comment

error: Content is protected !!