ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାଧୀନତାହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର – ଅକ୍ରୁର ମାର୍ଥା  

ରାଉରକେଲା/ ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ତରଫରୁ ରାଉରକେଲା ସେକ୍ଟର -୪ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ଏବଂ କମ୍ୟୁନିଟ ସେଣ୍ଟରର ମିଳିତ ସହଯୋଗରେ ଆଜି ୭୭ ତମ ସ୍ବାଧିନତା ଦିବସ ପାଳନ କରାଯାଇ ଥିଲା। । ରାଜ୍ୟ ସହପ୍ରଭାରୀ ଅକ୍ରୁର ମାର୍ଥା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ମାର୍ଥା ଉପସ୍ଥିତଙ୍କୁ ଉଦବୋଧନ ଦେଇ ସ୍ୱାଧୀନତାହିଁ ମାନବର ସର୍ବୋଚ୍ଚ ସମ୍ମାନ ଓ ଅଧିକାର ବୋଲି ବର୍ଣ୍ଣନା କରିଥିଲେ ।ଭାରତ ଭୂମିରେ ଆମେ ଜନ୍ମ ନେଇଥିବାରୁ ଆଜି ଆମେ ଗର୍ବିତ ଓ ଭାଗ୍ୟ ଶାଳୀ। ଆମର ପୂର୍ବଜମାନଙ୍କ ବଳିଦାନ ଓ ତପସ୍ୟା ଯୋଗୁ ଆଜି ଆମେ ସ୍ଵାଧୀନ ଭାରତର ଜଣେ ନାଗରିକ ହୋଇ ସୁଖ ଶାନ୍ତିରେ ବସବାସ କରିବାର ସୁଯୋଗ ପାଇଛୁ । ଜନସାଧାରଣଙ୍କର ଉନ୍ନତି ପାଇଁ ବିଭିନ୍ନ ସମୟରେ ସରକାର ବିବିଧ ଯୋଜନା କରି ଥିଲେମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରୁନଥିଲା l ସରକାର ୩୭୦ ଧାରା ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ପ୍ରମାଣିତ କଲେ, ମୁସଲମାନ ଭଉଣୀଙ୍କ ପାଇଁ ତିନି ତଲାକ ଉଚ୍ଛେଦ କଲେ , ଦୀର୍ଘ ବର୍ଷ ଧରି ରାମ ମନ୍ଦିର ନିର୍ମାଣର ସମାଧାନ କଲେ । ଭାରତର ସଂସ୍କୃତି , ପରମ୍ପରା କୁ ଉଜିବିତ କରିବାପାଇଁ ଯୋଗକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରିବାକୁ ପ୍ରୟାସ କରି ସଫଳ ହେଲେ l ଏହାଠାରୁ ବଡ କିଛି ହୋଇପାରେନା । ନେତା ଯଦି ଦେଶ ପାଇଁ ସମର୍ପିତ ହେବେ ସେ ଦେଶ ନିଶ୍ଚିତ ଭାବେ ବୈଭବଶାଳୀ ହୋଇପାରିବ। ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ରୂପେ ଯୋଗ ଦେଇଥିଲେ କମ୍ୟୁନିଟି ସେଣ୍ଟର ର ସଭାପତି ରାମ ଚନ୍ଦ୍ର ଗୌଡ଼ , ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ପ୍ରଭାରୀ ଆରତୀ କର। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି ଯୋଗ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତପସ୍ଵିନୀ ସାହୁ ଏବଂ ଦେଶାତ୍ମକ ବୋଧ ଗାନକରିଥିଲେ ମମତା ରାଉତ, ମମତା ନାୟକ, କୌଶଲ୍ୟା ପୃଷ୍ଟି, ଗାୟତ୍ରୀ ମହାନ୍ତି, ସୁଚନ୍ଦନା । ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ସନ୍ଧ୍ୟାରାନୀ ସାହୁ, ମମତା ରାଉତ, ପୁଷ୍ପଶ୍ରୀ ସାହୁ, ଉର୍ମିଳା ସାହୁଙ୍କ ସୁଦ୍ଧା ଲେଙ୍କା, ଦିଲ୍ଲୀପ ଲେଙ୍କା ସମେତ ଶତାଧିକ ସାଧକ ସାଧିକା, କମ୍ୟୁନିଟି ସେଣ୍ଟରର ସଦସ୍ୟ ବୃନ୍ଦ, ସ୍ମାର୍ଟ ଲେଡ଼ିଜ କ୍ଲବର ସଭାନେତ୍ରୀ ଲୀନା ନାୟକ ଓ ତାଙ୍କ ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ବ୍ଳକର ବୈଠକ ଅନୁଷ୍ଠିତ

Sunil Chandra Nayak

ସାଲିସ ବିହୀନ ଶ୍ରମିକନେତା ସ୍ବର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିର ଶ୍ରଦ୍ଧାଞ୍ଜଳୀ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort