ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହସୁଛି ଡାବୁଗାଁ କାନ୍ଦୁଛି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ

ନବରଙ୍ଗପୁର,୨୪/୮(ମସିହା) ନବରଙ୍ଗପୁର ଜିଲ୍ଲା ସଦରମହକୁମା ବିଧାନସଭା ନିର୍ବାଚନ ମଣ୍ଡଳୀ ଦିନକୁ ଦିନ ଅଲୋଡା ହେବାରେ ଲାଗିଛି। ଦିନ ଥିଲା ବିକାଶ ଦିଗରେ ଆଗେଇ ଚାଲୁଥିଲା। ଦୁଇ ଦୁଇ ଥର ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ମନୋହର ରନ୍ଧାରୀ ରହିଥିବା ବେଳେ ଅନେକ ଜନ କଲ୍ୟାଣ କାରୀ କାର୍ଯ୍ୟ ହାତକୁ ନେଇଥିଲେ। ଶିକ୍ଷା କ୍ଷେତ୍ର ରେ ତାଙ୍କ ସମୟରେ ତେନ୍ତୁଳିଖୁଣ୍ଟି ବାପୁଜୀ ଛାତ୍ରୀ ନିବାସ ନିର୍ମାଣ, ବିଜ୍ରାଗୁଡ଼ା ଠାରେ ଏସ ଟି ଏସି ଛାତ୍ରୀ ନିବାସ ନିର୍ମାଣ। ପାତ୍ରପୁଟ ଠାରେ ଏକ ମାତ୍ର ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରାବାସ ନିର୍ମାଣ। ନିର୍ବାଚନ ମଣ୍ଡଳୀ ର ପ୍ରାୟ ପଞ୍ଚାୟତ ରେ ପ୍ରାଥମିକ ଛାତ୍ର ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗମନା ଗମନ କହିଲେ, କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳ ଠାରୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା, କିମ୍ବା ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିଲା । ହିର୍ମିମୁଣ୍ଡା ଛକ ଠାରୁ ଖୁଣ୍ଟି ପଦର, ହିର୍ମିମୁଣ୍ଡା ଠାରୁ ପାତ୍ରପୁଟ, ତେନ୍ତୁଳିଖୁଣ୍ଟି ବ୍ଲକ ଛକ ଠାରୁ ଭାୟା ଖୁଣ୍ଟିପଦର ଦେଇ କାଦମାଲି, କବାଟସିଲ,।ପଡ଼ାଲଗୁଡ଼ା ଠାରୁ ପାତ୍ରପୁଟ , କଂଗ୍ରା ଠାରୁ ତଣ୍ଡା, ଅମଲାଭଟା ଠାରୁ ବନ୍ଦଗୁଡ଼ା,ତେନ୍ତୁଳିଖୁଣ୍ଟି ଠାରୁ ଖଣ୍ଡିଆଗୁଡ଼ା, ତେନ୍ତୁଳିଗଛ ଛକ ଠାରୁ ଅଞ୍ଚଳଗୁମ୍ମା, ପ୍ରୋଜେକ୍ଟ ରୋଡ୍ ଠାରୁ ଡଙ୍ଗାସିଲ, ଗୌଡଗୁଡ଼ା ଠାରୁ ଇଛାପୁର, ଚିକିଲି ଠାରୁ ପଟାକୋଟ, ଜାମ୍ୱଗୁଡ଼ା ଠାରୁ କଦଳୀଜବା,ମାଝୀଗୁଡ଼ା ଠାରୁ ସାନ କୁମଲି, ଜାନକୀ ନଗର ଠାରୁ ପଖନାଗୁଡ଼ା, ଚିକିଲୀ ଛକ ଠାରୁ ବିକ୍ରମପୁର ସମେତ ତାଙ୍କ ନିର୍ବାଚନ ମଣ୍ଡଳୀରେ ୫୦ରୁ ଅଧିକ ପ୍ରଧାନ ମନ୍ତ୍ରୀ ଗାମ୍ୟ ସଡ଼କ ଯୋଜନା ରାସ୍ତା ନିର୍ମାଣ ତାଙ୍କ ଯୋଜନା ରେ କାର୍ଯ୍ୟକାରୀ ହୋଇଥିଲା। ସେଥି ମଧ୍ୟରୁ ନରସିଂଗୁଡ଼ା ଛକ ଠାରୁ ମୂଷାମଣ୍ଡିଗୁଡ଼ା ।କୁର୍ମାକୋଟ ଛକ ଠାରୁ, ମଙ୍ଗରଦରା ରାସ୍ତା ନିର୍ମାଣ ତାଙ୍କ ପାଇଁ ଅନ୍ୟତମ ହୋଇଥିଲା। ପାନୀୟ ଜଳ ସମସ୍ୟା ପାଇଁ ପ୍ରତି ଗ୍ରାମ ପଞ୍ଚାୟତ ରେ ଅତି କମ୍ ରେ ଗୋଟିଏ ଗୋଟିଏ ପାଣି ପଞ୍ଚାୟତ କାର୍ଯ୍ୟକାରୀ କରିଥିଲେ ।ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ରେ ମହା ବିଦ୍ୟାଳୟ ଖୋଲିବାକୁ ନିଷ୍ପିତ୍ତି ନେଇଥିଲେ। ଇନ୍ଦ୍ରାବତୀ କିମ୍ବା ତେନ୍ତୁଳିଖୁଣ୍ଟି ଠାରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ରହଣି ସ୍ଥାନ ସମେତ ମଡେଲ୍ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକାରୀ କରିବା ସହିତ ଅଧିକରୁ ଅଧିକ ମହାବିଦ୍ୟାଳୟ ଖୋଲିବାକୁ ନିର୍ବାଚନ ମଣ୍ଡଳୀ ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିଛି ବିଜେଡ଼ି ନେତା ତାଙ୍କ ଉପରେ ଖପ୍ପା ହେବାରୁ ତାଙ୍କୁ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଟିକେଟ ଦିଆ ଯାଉଥିଲା, ସେ ଠାରେ ତାଙ୍କ ଜଲବା ଦେଖାଇ କଂଗ୍ରେସ ଗଡ଼ କୁ ଭାଙ୍ଗି ଚୁରମାର କରି ପୁଣି ବିଜେଡ଼ି ବିଧାୟକ ହୋଇ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ରେ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଯୋଜନା ଜନ ସାଧାରଣ ଙ୍କ ନିକଟତର କରିବାକୁ ଲାଗିଛନ୍ତି। ପାପଡାହାଣ୍ଡି ଶିବ ମନ୍ଦିର ପାଇଁ ୪ କୋଟି ରୁ ଅଧିକ ଅନୁଦାନ ଆଣିବା, ପ୍ରତ୍ୟେକ ବ୍ଲକ୍ ରେ ମୂହା ବିଦ୍ୟାଳୟ ଖୋଲିବା, ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ପରିବହନ ବିଭାଗର ତରଫରୁ କୋଷାଗୁମୁଡ଼ା ପାପଡାହାଣ୍ଡି ଡାବୁଗାଁ ୩ ବ୍ଲକ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ରହିଥିବାରୁ ୩ଟି ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ଆଣିଥିବା ଯୋଗୁ ନିର୍ବାଚନ ମଣ୍ଡଳୀବାସୀ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ଅପରପକ୍ଷ ରେ ଜିଲ୍ଲା ସଦରମହକୁମା ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଯେମିତି ତିମିର କୁ ଯେମିତି ତିମିର ହୋଇ ରହିଛି। ତେନ୍ତୁଳିଖୁଣ୍ଟି ବ୍ଲକରେ ନା, ହୋଇ ପାରୁଛି ମହା ବିଦ୍ୟାଳୟ ନା, ହୋଇ ପାରୁଛି ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ। ସବୁ ନିର୍ବାଚନ ବାସୀଙ୍କ ପାଇଁ ସପ୍ନ ହୋଇ ରହିଯିବ ସିନା ତେନ୍ତୁଳିଖୁଣ୍ଟି କିମ୍ବା ନନ୍ଦାହାଣ୍ଡି ବ୍ଲକ୍ ରେ ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କାରୀ ହୋଇ ପାରିବ ନାହିଁ।ଏ ନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କୁ ପଚାରିବାରୁ ଜନତା ହେଉଛନ୍ତି ମୋ ପାଇଁ ଭଗବାନ, ତାଙ୍କ ପାଇଁ ଆଶୀର୍ବାଦ ରେ ମୁଁ ବିଧାୟକ ହୋଇଛି,ତେଣୁ ତାଙ୍କ ପାଇଁ ସରକାରଙ୍କ ଯୋଜନା ଅତି ନିକଟରେ ଆଣିଦେବ।ହେଉଛି ମୋ କାର୍ଯ୍ୟ ବୋଲି କହିଛନ୍ତି। ସେଥିପାଇ ତ ସେ ଲୋକମାନଙ୍କର ଲୋକପ୍ରିୟ ବିଧାୟକ ହୋଇପାରିଛନ୍ତି l ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଷୟରେ ବିଧାୟକ ଅଛନ୍ତି ସେ ବି ତାଙ୍କ କାର୍ଯ୍ୟ ଲାଗିଛନ୍ତି ବୋଲି କହିଛନ୍ତି। ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ କେବେ ସ୍ମାର୍ଟ ବସ ଷ୍ଟାଣ୍ଡ ନିର୍ମାଣ ହେଉଛି ନା କୁହା କଥା କୁହାରେ ରହି ଯାଉଛି।ତାହା ଦେଖବାର ବାକି ରହିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅଙ୍ଗନବାଡ଼ି କର୍ମୀ ଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

କୂଅ ରେ ପଡିଥିବା ଭାଲୁ କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ

ସାମ୍ବାଦିକଙ୍କୁ ପେନସନ୍ ଓ ସୁରକ୍ଷା ଆଇନ ଦାବି କଲା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort